• translate

Tag: Aamir Khan

Special Story | Bollywood Star Aamir Khan To Marry For Third Time ?
ତୃତୀୟ ବିବାହ କରିବେ ଅମୀର ଖାନ! ଚର୍ଚ୍ଚା ଜୋରଦାର୍

ପ୍ରଥମ କି ଦ୍ୱିତୀୟ ନୁହେଁ, ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ନାମକରା ଅଭିନେତା। ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ପରେ ଏମିତି ଘୋଷଣା କରି ପାରନ୍ତି ଅମିର ଖାନ। ତେବେ କିଏ ସେହି ଷ୍ଟାର, ଏବେ ହିଁ ଜାଣନ୍ତୁ...

amir
ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ ? ଚର୍ଚ୍ଚା ଜୋରଦାର୍ . . .

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି

Karishma Kapoor and Aamir Khan kiss scene
ଏହି ଫିଲ୍ମରେ ଅମୀରଙ୍କ ସହ କିସ୍ ସିନ୍ କରିବାକୁ ଥରୁଥିଲେ କରିସ୍ମା

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।

An advertisement featuring aamir khan has created unrest among hindus bjp mp anantkumar
ଅମିର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ଆପତ୍ତି ଆଣିଲେ ବିଜେପି ସାଂସଦ, କହିଲେ କିଛି ଏମିତି…

ଆମିର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍‌ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍‌ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।