• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 5t

5T Hospital
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 5T ର ବିକଳ ଚିତ୍ର, ଅସରାଏ ବର୍ଷାରେ ଭାସିଲା ମେଡିକାଲ

5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

FM Medical College & Hospital
ସରୁନି ମେଡିକାଲ କଲେଜ କାମ; ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ

୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।

New-O
ଭୋଟ୍‌ ରାଜନୀତି; ବଡ଼ ଭାଇକୁ ଦେଲେ, ସାନଭାଇ କଥା ଭୁଲିଗଲେ !

ଆଜି ଯାଜପୁର NC କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଯୋଗଦେଇ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ।

5T School
ଉଦଘାଟନ ବେଳେ ଅସନ୍ତୋଷ ! ଅନ୍ୟ ସ୍କୁଲ ଛାତ୍ରୀଙ୍କୁ ଡାକି ଚାଲିଥିଲା କାର୍ଯ୍ୟକ୍ରମ

ପଦ୍ମନାଭପୁର ସ୍କୁଲରେ ଅଭିଭାବକଙ୍କ ହୋହଲ୍ଲା, ଧାରଣା ଦେଲେ । ଆସନ୍ତାକାଲି ପରିବାର ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତ ।

'Odisha sarpanch attacked by govt official for flagging corruption in 5T work'
ଭୁଲ ହେଲେ ବି ପାଟି ଖୋଲିବା ମନା

ନିମ୍ନମାନର କାମ ଅଭିଯୋଗ କଲେ ସରପଂଚ... ଯେଉଁଥିପାଇଁ ଏସ.ଡି.ଓ ତାଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କଲେ ... ଆଉ ତଣ୍ଟି ଚିପୁଥିବାର ଭିଜୁଆଲ୍ ବି ହେଲା ଭାଇରାଲ… ଏଥିରେ ଏସ୍‌.ଡି.ଓଙ୍କୁ ପାଖରେ ସହଯୋଗ କଲେ କନିଷ୍ଠ ଯନ୍ତ୍ରୀ ଭୋଇ ବାବୁ… ଯାହା ଭିଡିଓରେ ସ୍ପଷ୍ଟ ଶୁଭୁଛି ଅଡିଓ...

Balangir - Harishankar
5T କାମରେ ଦୁର୍ନୀତି, ମୁହଁ ଖୋଲିବାରୁ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ !

ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି ।

Students
5T ସ୍କୁଲ ରୂପାନ୍ତରଣକୁ ଖୋଲା ଉପହାସ ! ବର୍ଷ ବର୍ଷ ଧରି ଗଛ ମୂଳେ ପଢୁଛନ୍ତି ପିଲା

୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?

Odisha Assembly
ଆଜି ବିଧାନସଭାରେ ବହିପାରେ 5-ଟି ଝଡ଼; ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ

ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ ।

Education system
ନିୟମିତ ଶିକ୍ଷକ ନାହାଁନ୍ତି, ଭଡ଼ା ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ !

୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ

5T ସ୍କୁଲର ୪ ନକଲି ଶିକ୍ଷକ
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ: ଦିନକରେ ଧରାପଡ଼ିଲେ 5T ସ୍କୁଲର ୪ ନକଲି ଶିକ୍ଷକ

ସବୁଠୁ ଆଶ୍ଚର୍ଯ୍ୟର କଥା ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।

Odisha BJP workers stage protest over 5T secretary VK Pandian’s visit
5T ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ

5ଟି ସଚିବ ଭି କେ ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ‘ଓଡିଶାରୁ ପାଣ୍ଡିଆନ ହଟାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Odisha Politics
ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ, ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ପ୍ରଶ୍ନ କରିବ କଂଗ୍ରେସ

ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍‌ର ହେବ ପ୍ରଚାର ।

V.K Pandian
5T ସଚିବଙ୍କ କାର୍ଯ୍ୟକ୍ରମ ପରେ ଚେୟାର ପିଙ୍ଗା ଫୋପଡା ଭିଡିଓ ଭାଇରାଲ୍

ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

Odisha Politics, Naveen Patnaik
ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।

ପିଜିଆଇ ରିପୋର୍ଟ
ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।

What is proof that the audio is of Chief Minister, asks opposition leader
‘ସଚିବ ଯଦି ଲୋକଙ୍କ ସୁଖଦୁଃଖ ବୁଝିବେ, କାହିଁକି ଅଛନ୍ତି ମୁଖ୍ୟମନ୍ତ୍ରୀ ?’ 

ସାଂସଦ ସୂରେଶ ପୂଜାରୀ କହିଛନ୍ତି, ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ କିଭଳି ସମ୍ବଲପୁରୀ କହିଦେଲେ ? ମୁଖ୍ୟମନ୍ତ୍ରୀଙ୍କ ସ୍ୱରରେ ଆଉ କାହାଦ୍ୱାରା କୁହାଯାଇନି ତ ?

5T
ବଢ଼ିଲା ପାଣ୍ଡିଆନ୍‌ଙ୍କ ଅଡୁଆ; ଫସିବେ କି 5T ସଚିବ ?

ଓଡ଼ିଶା କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଥିପାଇଁ କେନ୍ଦ୍ର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି ।

Opposition targets Odisha bureaucrats for participation in public meeting
ବିରୋଧୀଙ୍କ ନିଶାନାରେ 5T ସଚିବ: ଅପରାଜିତାଙ୍କ ପରେ ସିଧା ପାଣ୍ଡିଆନଙ୍କ ନାଁ ନେଇ ବର୍ଷିଲେ ଜୁଏଲ

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।

Congress Leader Bijay Patnaik
ବିଜେଡିକୁ ଜିତାଇବାକୁ ତିଆରି ହୋଇଛି 5T ବିଭାଗ: ବିଜୟ ପଟ୍ଟନାୟକ

5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ। 

School
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି

Golak Mohapatra
'ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି'

’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।

Pranabprakash Das
‘ଲୋକଙ୍କ ପାଇଁ ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି’

‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।

5T
ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି

5T
ରାଜ୍ୟରେ ଏମିତି କାମ କରୁଛି 5T, ଛାତ୍ରଛାତ୍ରୀ ଦେଉନାହାନ୍ତି ମାଟ୍ରିକ୍ ପରୀକ୍ଷା

5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।

5T
ବିଧାନସଭାରେ ପୁଣି 5T ତାତି

ବିଧାନସଭାରେ 5T ଝଡ଼ । ଗତକାଲି ବିରୋଧୀ, 5T ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇଥିଲେ, ଆଜି ସମାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ବିଧାୟକ ।