• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2020 Tokyo Olympics

Indian wrestler Vinesh Phogat
ବିଶୃଙ୍ଖଳିତ ଆଚରଣ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟୋ

ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

India won bronze
ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ

୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ।  ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌।  

Lovlina Borgohain reached semi finals
ଟୋକିଓ ଅଲମ୍ପିକ୍ସ: ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ । ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। 

tokyo-olympics-india-mens-hockey-team
ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ହକି ଟିମ୍‌ର ଧମାଲ, ଆର୍ଜେଣ୍ଟିନାକୁ ୩-୧ରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍‌ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।

P V Sindhu beat Cheung Ngan Yi
ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନରେ ହଂକଂ ଖେଳାଳିଙ୍କ ହୋଶ ଉଡିଗଲା, ଉଜ୍ଜୀବିତ ହେଲା ସ୍ୱର୍ଣ୍ଣ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି  । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି  । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।

Birendra Lakra
ଆଲିମ୍ପିକ୍ସରେ ଆଜିର ମ୍ୟାଚ୍‌ ବିରେନ୍ଦ୍ର ଲାକ୍ରା ଏବଂ ରୋହିଦାସଙ୍କ ପାଇଁ ଥିଲା ବେଶ ସ୍ମରଣୀୟ, ଜାଣନ୍ତୁ କାହିଁକି...

ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍‌ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା ।