• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 1yr Child

child earn 75,000
ପାଟି ନଖୋଲୁଣୁ ରୋଜଗାର କରୁଛି ୭୫ ହଜାର ଟଙ୍କା

ଆଜିର ଭର୍ଚୁଆଲ ଦୁନିଆରେ ଇଣ୍ଟରନେଟ୍‌ ଇନଫ୍ଲୁଏନ୍ସରକୁ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଛି । ଯିଏକି ତାର କାମ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବର୍ତ୍ତମାନ ଦୁନିଆରେ ଏମାନଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଥାଏ ଏବଂ ଏମାନଙ୍କର କଥାକୁ ମଧ୍ୟ ସମସ୍ତେ ଅନୁସରଣ କରିଥାନ୍ତି । ସେହିପରି ଏକ ଉଦୀୟମାନ ତାରକା ହେଉଛି ଏକ ବର୍ଷକର ଶିଶୁ । ଯିଏ ସାରା ବିଶ୍ୱ ପରିଭ୍ରମଣ କରିବା ସହ ମାସକୁ ପ୍ରାୟ ୭୫ ହଜାର ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ।