ଆସନ୍ତାକାଲି ଓଜେଇଇ May 12, 2018 ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ଓଜେଇଇ। ରାଜ୍ୟର ପ୍ରମୁଖ ସହରର ୮୧ଟି କେନ୍ଦ୍ରରେ ହେବ ଏହି ପରୀକ୍ଷା।…