ବିରାଟ୍ ସଫଳ ଟେଷ୍ଟ କ୍ୟାପଟେନ୍

କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି ଡ୍ର’ ହୋଇଛି। ତେବେ କୋହଲିଙ୍କ ବିଜୟ ରେକର୍ଡ ୫୮% ରହିଛି, ଯାହାକି ଭାରତୀୟଙ୍କ ପକ୍ଷେ ଏହା ସର୍ବଶ୍ରେଷ୍ଠ। କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୪୮ ଟେଷ୍ଟରୁ ୧୦ରେ ହାରିଥିବା ବେଳେ ୧୦ଟିରେ ଡ୍ର’ କରିଛି।

ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ତାଲିକାରେ ସୌରଭ ଗାଙ୍ଗୁଲି ତୃତୀୟ ଓ ମହମ୍ମଦ ଆଝାରୁଦ୍ଦିନ ଚତୁର୍ଥ ସ୍ଥାନରେ ଅଛନ୍ତି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟରୁ ୨୧ ଏବଂ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୪୭ ଟେଷ୍ଟରୁ ୧୪ଟିରେ ବିଜୟୀ ହୋଇଥିଲା। ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ସବୁଠାରୁ ସଫଳ କ୍ୟାପଟେନ୍, ଯିଏ ୫୩ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୪୮ ଟେଷ୍ଟରେ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like