ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି।

ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବିରାଟ୍ ଅର୍ଦ୍ଧଶତକ ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ।

ବିରାଟଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟେ ଭାରତର ସ୍କୋରକୁ ୨୦୦ ରନରେ ପହଞ୍ଚାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩ ୱିକେଟ୍ ବିନିମୟରେ ୧୯୫ ରନ୍ କରିଛି। ବିରାଟ୍ ୧୦୨ ଓ ଆୟର୍ ୪୪ ରନରେ ବ୍ୟାଟିଂ କରୁଛନ୍ତି।

ଆହୁରି ପଢ଼ନ୍ତୁ

କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆଫ୍ରିଦି

ଦ୍ୱିତୀୟ ଟି-୨୦: ମୋହାଲିରେ କୋହଲି କମାଲ୍, ଟିମ୍ ଇଣ୍ଡିଆ ବିଜୟୀ

ଦ୍ୱିତୀୟ ଟି-୨୦: ଭାରତ ଆଗରେ ୧୫୦ ରନର ଟାର୍ଗେଟ୍

ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌; ମୋହାଲିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରୁ ବାଦ୍ ପଡ଼ିଲେ ଭିନେଶ ଫୋଗଟ୍; ବ୍ରୋଞ୍ଜ ପାଇଁ ଲଢ଼ିବେ

ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

ଆଇସିସି ଟେଷ୍ଟ ରାଙ୍କିଂ: କୋହଲିଙ୍କ ଠାରୁ ଆଗରେ ସ୍ମିଥ୍

ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଏସିଆ କପ୍‌ ଜିତିଲା ଭାରତ

ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର

ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

You might also like