ଆଜି ହାଇଦ୍ରାବାଦ୍- ଚେନ୍ନାଇ ମୁକାବିଲା

ହାଇଦ୍ରାବାଦ୍‌ :  ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ରହିଥିବାବେଳେ ହାଇଦ୍ରାବାଦ ୩ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।

ଶୀର୍ଷ ୪ଟି ସ୍ଥାନରେ ସ୍ଥାନ ରଖିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚ୍ ନିଶ୍ଚିତ ଜିତିବାକୁ ପଡିବ। ସେପଟେ ଚେନ୍ନାଇର ଖେଳାଳି ଭଲ ଫର୍ମରେ ରହିଥିବା ବେଳେ ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ।

You might also like