ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନ

ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନରେ ପୁଲ୍-ଏ ର ୨ଟି ମୁକାବିଲା ରହିଛି। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା, ସ୍ପେନକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମୁହାଁମୁହିଁ ହେବେ।

ପୁଲ୍-ଏ ର ପ୍ରଥମ ମ୍ୟାଚରେ ବିଶ୍ୱ ହକି ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ସ୍ପେନ୍ କଡ଼ା ଟକ୍କର ଦେବ। ସେହିଭଳି ବିଶ୍ୱ ହକି ରାଙ୍କିଙ୍ଗର ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ ୨୦ ତମ ସ୍ଥାନରେ ଥିବା ଫ୍ରାନ୍ସ।

You might also like