ଆଜି ପଞ୍ଜାବ ଏବଂ କୋଲକାତା ମଧ୍ୟରେ ଟକ୍କର

ଦୁବାଇ: ଚଳିତ ଆଇପିଏଲର ୨୪ ତମ ମ୍ୟାଚ୍ ଆଜି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡ୍‌ର ମଧ୍ୟରେ ଅନୁଷ୍ଠିତ ହେବ। ଆଜି ଦିନ ୩.୩୦ ସମୟରେ ଏହି ଦମ୍‌ଦାର ମ୍ୟାଚ୍‌ ଖେଳାଯିବ।

ପଞ୍ଜାବ ପକ୍ଷରୁ ଆଜି ଖେଳିବେ:

କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (କ୍ୟା), ନିକୋଲାସ୍ ପୁରାନ୍ (କିପର), ପ୍ରଭାସୀମନ୍ ସିଂ/ ସରଫରାଜ ଖାନ୍, ମନଦୀପ ସିଂ, ମୁଜିବ ଉର ରହମାନ, ଅର୍ଶଦୀପ ସିଂ / ଏମ ଅଶ୍ୱିନ, ରବି ବିଷ୍ଣୁ, ଶେଲଡନ କୋଟ୍ରେଲ, ମହମ୍ମଦ ଶାମି

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜି ଖେଳିବେ:

ରାହୁଲ ତ୍ରିପାଠୀ, ଶୁଭମାନ ଗିଲ, ନୀତୀଶ ରାଣା, ସୁନୀଲ ନାରିନ, ଇଓନ ମୋର୍ଗାନ, ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ (କ୍ୟା/ କିପର), ପାଟ କମିନ୍ସ, କମଲେଶ ନାଗାର୍କୋଟି, ପ୍ରସାଦ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ।

ଆହୁରି ପଢ଼ନ୍ତୁ

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

You might also like