ମା’ ହେଲେ ଟେନିସ ତାରକା ସାନିଅା ମିର୍ଜା

ନୂଆଦିଲ୍ଲୀ : ଟେନିସ୍‌ ତାରକା ସାନିଅା ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋହେବ ମଲ୍ଲିକ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ସାନିଅା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ସୋହେବ ଟ୍ୱିଟରରେ ସୂଚନା ଦେଇଛନ୍ତି।

ପୁତ୍ର ସନ୍ତାନଙ୍କୁ ନେଇ ସେ ଖୁବ୍‌ ଅାନନ୍ଦିତ ଏବଂ ଅାଲ୍ଲାଙ୍କ ଅାଶୀର୍ବାଦରୁ ମାଅା ଓ ଛୁଅା ସୁସ୍ଥ ଥିବା ସେ ଲେଖିଛନ୍ତି। ମାଅା ହେବା ପରେ ସାନିଅାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଫିଲ୍ମ ନିର୍ମାତା ଫାର୍‌ହା ଖାନ୍ ଏ ସଂପର୍କରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସାନିଆ ମିର୍ଜା ଗର୍ଭବତୀ ହେବାପରେ ନିଜର କ୍ୟାରିୟରରୁ ସାମୟିକ ବିରତି ନେଇଥିଲେ। ସେ ଚଳିତ ବର୍ଷ ଏପ୍ରିଲ ମାସରେ ଗର୍ଭବତୀ ହୋଇଥିଲେ ବୋଲି ଖବର ମିଳିଥିଲା। ସାନିଆ ମିର୍ଜା ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍‌ରେ ପୁଣି ଅଂଶଗ୍ରହଣ କରିବାର ଲକ୍ଷ୍ୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like