U-19 ଟିମ୍‌ରେ ସ୍ଥାନ ପାଇଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର!  କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି  ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ।

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ ୧୯ ବର୍ଷରେ ପଦାର୍ପଣ କରିବେ ସଚିନଙ୍କ ପୁଅ। ଅର୍ଜୁନ ତେନ୍ଦୁଲକର  ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ସହ ଦୁଇଟି ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଦଳ ସହ ଶ୍ରୀଲଙ୍କା ଯିବେ।

ଏହି ଦଳର କୋଚ୍‌ ଭାବେ ସଚିନଙ୍କ ଟିମ୍‌ମେଟ୍‌ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ରାହୁଲ ଦ୍ରାଭିଡ଼ ମଧ୍ୟ ଶ୍ରୀଲଙ୍କା ଯିବେ।

ଆହୁରି ପଢ଼ନ୍ତୁ

ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଶୋଇଥିବା ଅବସ୍ଥାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

‘ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍’‌ରେ ଭାଗ ନେଲେ ଜାତୀୟ ଖେଳାଳି

ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟର୍ ସସପେଣ୍ଡ୍

ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

You might also like