ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର

ଭୁବନେଶ୍ୱର : ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର। ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଦେଖିବାକୁ ଭୁବନେଶ୍ୱରରେ କିଛି ସମୟ ତଳେ ପହଞ୍ଚିଛନ୍ତି ତେନ୍ଦୁଲକର।

ସେ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଦେଖିବେ। କିଛି ସମୟ ପରେ ହେବାକୁ ଥିବା ଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ବେଲଜିୟମ ଓ ନେଦଲାରଣ୍ଡ୍ ମଧ୍ୟରେ ମୁକାବିଲା ହେବ। ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଥିବା ବେଳେ ବେଲଜିୟମ୍ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି।

You might also like