ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଝିଅ ଜିଭା
ନୂଆଦିଲ୍ଲୀ: ୩୭ ବର୍ଷରେ ପଦାପର୍ଣ କରିଛନ୍ତି କ୍ରିକେଟର୍ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଏନେଇ କ୍ରିକେଟ୍ ଏବଂ ବଲିଉଡ୍ ଜଗତରୁ ଧୋନିଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ଧୋନିଙ୍କ ୩୭ତମ ଜନ୍ମଦିନ ସେ ଇଂଲଣ୍ଡରେ ପାଳନ କରିଛନ୍ତି। ଝିଅ ଜିଭା ବାପା MSଙ୍କୁ ଜଣାଇଛନ୍ତି ବାର୍ଥ ଡେ’ର ଶୁଭେଚ୍ଛା । ଯାହା ଏବେ ସୋସିଆଲ୍ ମିଡିଆରେ ବେସ୍ ଟ୍ରେଣ୍ଡ କରୁଛି।
Birthday Boy Mahi Blowing Out The Candles ? #HappyBirthdayMSDhoni pic.twitter.com/ma3MXmR4zf
— DHONIsm™ ? (@DHONIism) 7 July 2018
ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜ୍ ପାଇଁ ସେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ନିଜ ପରିବାର ଏବଂ ଟିମ୍ ସହ ପାଳିଛନ୍ତି ଜନ୍ମଦିନ। ହେଲେ ଏହି ମଧ୍ୟରେ ତାଙ୍କ ପାଇଁ ଆସିଛି ଏକ ନିଆରା ଶୁଭେଚ୍ଛା ବାର୍ତ୍ତା।
(ସୌଜନ୍ୟ : ସୋସିଆଲ୍ ମିଡ଼ିଆ)