କୋଲକାତାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଟାର୍ଗେଟ୍ ୨୨୯

ଆବୁଧାବି: ସାହରାଜ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ଆଇପିଏଲ୍ ଲିଗ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ ବନାମ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ ବେଶ୍ ରୋମାଞ୍ଚକର ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ୧୫ ଓଭରରେ କୋଲକାତା ୬ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଛି। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥଲା ଦିଲ୍ଲୀ କ୍ୟାପିଟାଲ। ଦିଲ୍ଲୀ ପକ୍ଷରୁ ଓପନର ପୃଥିବୀ ୪୧ ବଲରୁ ୬୬ ଓ ଧୱନ ୧୬ ବଲରେ ୨୬ ରନ୍‌ ସଂଗ୍ରହ କରିଥିଲେ। ସେହିପରି ସ୍ରେୟାଶ ଆୟାର ଦମ୍‌ଦାର ସଟ୍  ଦିଲ୍ଲୀକୁ ବଡ଼ ମାଇଲେଜ୍ ଦେଇଥିଲା। ଆୟାର ୩୮ ବଲରେ ୮୮ ରନ୍ ସଂଗ୍ରହ କରି ଅପରାଜିତ ଥିଲେ। ଦିଲ୍ଲୀ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲେ।  କୋଲକାତା ପକ୍ଷରୁ ରସେଲ ସର୍ବାଧିକ ୨ଟି ୱିକେଟ୍ ହାସଲ କରିଥିଲେ।

୨୨୯ ରନ୍‌ର ଟାଗେର୍ଟ ପିଚ୍ଛା କରି ପଡିଆକୁ ଓହ୍ନାଇଥିଲା କୋଲକାତା। ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ସୁନିଲ ନାରଣେ ଆଉଟ୍ ହୋଇଥିଲେ। ପରେ ମ୍ୟାଚ ସମ୍ପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ହୋଇଥିଲେ ବି ନିତିଶ ରଣାଙ୍କ ୱିକେଟ୍ ପରେ କୋଲକାତାର ଆଶା ମଉଳିଯାଇଥିଲା।

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like