ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ; କ୍ଲିନ୍‌ଚିଟ୍ ନ ମିଳିଲେ ବୋଲିଂ ମନା

 

ଦୁବାଇ: କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ ଆସିଛି। କାଲି ପଞ୍ଜାବ ବିପକ୍ଷରେ କୋଲକାତା ପାଇଁ ବୋଲିଂ ବେଳେ ତାଙ୍କ ବିରୋଧରେ ଚକିଂ ଅଭିଯୋଗ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ପ୍ରେସ୍‌ରିଲିଜ୍ ଜାରି କରିଛି।

ମ୍ୟାଚ ବେଳେ ଚକିଂ ନେଇ ୨ ଫିଲ୍ଡ ଅମ୍ପାୟାରଙ୍କ ଅଭିଯୋଗ କରିଛନ୍ତି। ଜାରି ହୋଇଥିବା ପ୍ରେସ୍‌ରିଲିଜ ଅନୁସାରେ ଏବେ ସୁନୀଲଙ୍କୁ ଚେତାବନୀ ସହି ବୋଲିଂ କରିବାକୁ ଅନୁମତି ଦିଆଯାଇଛି। ପ୍ରେସ୍‌ ରିଲିଜ୍‌ରୁ କୁହାଯାଇଛି ଯେ ଆଗକୁ ଥିବା ମ୍ୟାଚରେ ଯଦି ସୁନୀଲ ନାରିନ ଚକିଂ କରନ୍ତି, ତେବେ ତାଙ୍କୁ ବୋଲିଂ ପାଇଁ ଅନୁମତି ମିଳିବନି।

ବିସିସିଆଇର ସସ୍ପେକ୍ଟ ବୋଲିଂ ଆକ୍ସନ କମିଟି କ୍ଲିନଚିଟ ନ ଦେବା ପର୍ଯ୍ୟନ୍ତ ସେ ବୋଲିଂ କରିପାରିବେନି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ମଧ୍ୟ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ ଆସିଥିଲା।

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like