ଆଇପିଏଲ୍-୧୧ର ଫାଇନାଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍‌

ମୁମ୍ବାଇ : ଆଇପିଏଲ୍-୧୧ର ଫାଇନାଲ୍‌ରେ ପହଞ୍ଚିଲା ଚେନ୍ନାଇ ସୁପର୍ କିଙ୍ଗସ୍‌। ଗତକାଲି  ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟ୍‌ରେ ହରାଇ ଚେନ୍ନାଇ ଫାଇନାଲ୍‌ରେ ପ୍ରବେଶ କରିଛି।

ମ୍ୟାଚ୍‌ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ।  ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୩୯ ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ଚେନ୍ନାଇ ୧୯.୧ ଓଭରର୍ ୧୪୦ ରନ୍ କରି ମ୍ୟାଚ୍‌କୁ ହାତେଇବାରେ ସଫଳ ହୋଇଥିଲା।

ଚେନ୍ନାଇ ସଂଗୀନ ସ୍ଥିତିରେ ଥିବା ବେଳେ ଡ୍ୟୁ ପ୍ଲେସିସ୍‌ଙ୍କ ୬୭ ରନ୍‌ର ଧୂଆଁଧାର ପାଳି ଦଳର ସ୍ଥିତିକୁ ମଜବୁତ କରିବା ସହ ମ୍ୟାଚ୍ ଜିତି ଫାଇନାନ୍‌ରେ ପ୍ରବେଶ କରିବା ପାଇଁ ସହାୟକ ହୋଇଥିଲା।

ଆହୁରି ପଢ଼ନ୍ତୁ

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

You might also like