ଅାଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ୍‌; ପ୍ରାରମ୍ଭରୁ ଭାରତକୁ ଝଟ୍‌କା

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ୱିକେଟ୍‌ ହରାଇ ୫୩ ରନ୍‌ କରିଛି।

ପୃଥ୍ୱୀ ଶାହ ୩୨ ଏବଂ ଚେତେଶ୍ୱର ପୂଜାର ୨୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

You might also like
Comments
Loading...