ପାକିସ୍ତାନକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ପୋଚେଫଷ୍ଟ୍ରୁମ୍‌: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜବରଦସ୍ତ ଧୁଲେଇ କରି ଫାଇନାଲରେ ପ୍ରବେଶ କରିଛି ଟିମ୍‌  ଇଣ୍ଡିଆର ଏହି ଜୁନିୟର ବ୍ରିଗେଡ୍ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକ୍ ବ୍ୟାଟ୍ସମ୍ୟାନ। ନିୟମିତ ବ୍ୟବଧାନରେ ୱିକେଟ ହରାଇ ପାକିସ୍ତାନ ୧୭୨ ରନରେ ଅଲ ଆଉଟ ହୋଇଥିଲା।

ଜବାବରେ ଭାରତର ଗୋଟିଏ ବି ୱିକେଟ ପକାଇ ପାରିନଥିଲେ ପାକିସ୍ତାନୀ ବୋଲର। ଫଳରେ ପ୍ରାୟ ୧୫ ଓଭର ବାକି ଥାଇ ଭାରତୀୟ ଟିମ୍‌ ଅତି ସହଜରେ ଏହି ୧୦ ୱିକେଟର ବୃହତ ବିଜୟ ହାସଲ କରିଛି।

ଓପ୍ନର ଯଶସ୍ୱୀ ଜୟସ୍ୱାଲ ଆକର୍ଷଣୀୟ ଅପରାଜିତ ଶତକ କରିଥିବାବେଳେ ଦିବ୍ୟାଂଶ ସକ୍‌ସେନା ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like