କରୋନା ନେଲା ଏହି ଫୁଟବଲରଙ୍କ ଜୀବନ

ଲଣ୍ଡନ: କରୋନା ନେଲା ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା କନଫେଡେରେସନ୍ ଅଫ ଆଫ୍ରିକାନ୍ ଫୁଟବଲ୍ (ସିଏଏଫ୍‌) ଓ ସୋମାଲି ଫୁଟବଲ୍ ଫେଡେରେସନ୍ (ଏସଏଫଏଫ୍‌) ସ୍ପଷ୍ଟ କରିଛି।

ଫାରା, ସୋମାଲିଆନ୍ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଭାବେ କାମ କରୁଥିଲେ।

ଫେବୃଆରୀ ୧୫, ୧୯୬୧ରେ ବେଲେଡ୍ୱେନ୍ ଜନ୍ମିତ ଫାରା ୪୪ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୬ରେ ଜାତୀୟ ଦଳ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।ଏହାପରେ ୧୯୭୯ରେ ସେ ନିଜ ଆଞ୍ଚଳିକ ଟିମ୍ ହିରାନ୍ ପକ୍ଷରୁ ରିଜିଓନାଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ବାଟ୍ରୁଲକା ଏଫସି ପକ୍ଷରୁ ତାଙ୍କର କ୍ୟାରିୟରର ଜବରଦସ୍ତ ରହିଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ୨୧ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like