ଆଜିଠୁ ବିଶ୍ୱକପ୍ ଫୁଟବଲ୍ ମହାକୁମ୍ଭ

ରୁଷିଆ : ଆଜିଠାରୁ ଆରମ୍ଭ ହେଉଛି ଫିଫା ଫୁଟବଲ ବିଶ୍ୱକପ୍।  ଆୟୋଜକ ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିଅମ୍‌ରେ ଖେଳାଯିବ ୬୩ଟି ମ୍ୟାଚ। ବିଶ୍ୱର ଶ୍ରେଷ୍ଠ ୩୨ଟି ଟିମ୍ ମଧ୍ୟରେ ହେବ କଡ଼ା ମୁକାବିଲା।  ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ସହିତ ସାଉଦି ଆରବର ମୁକାବିଲା ହେବ।

ମସ୍କୋରେ ଉଦ୍‌ଘାଟନୀ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି।  ଉଦଘାଟନୀ ଉତ୍ସବକୁ ଅଧିକ  ଆକର୍ଷଣୀୟ କରିବା ପାଇଁ ଷ୍ଟେଜରେ ଦେଖିବାକୁ ମିଳିବ ଋଷିଆର ଷ୍ଟାର ରୋବିଇ ଓ୍ୱିଲିୟମ୍ସଙ୍କୁ।

ଭାରତୀୟ ସମୟ ସଂଧ୍ୟା ୮ଟା ୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ୍।  ଫୁଟବଲ ବିଶ୍ୱକପକୁ ନେଇ ସାରା ବିଶ୍ୱରେ ଉତ୍କଣ୍ଠା।  କାରଣ ଏହା ହେଉଛି ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳ।

ଆହୁରି ପଢ଼ନ୍ତୁ

ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା’ ପରେ…

ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

You might also like