ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଜୋର୍‌ଦାର୍‌ ଅଭ୍ୟାସ କରିଛନ୍ତି।

ସିରିଜର ଦ୍ୱିତୀୟ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ।

ଏହାସହ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ।

ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ

ଆଶେସ ଟେଷ୍ଟ : ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଲେ ଷ୍ଟୋକ୍ସ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପି.ଭି. ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: ଭାରତର ପ୍ରମୋଦ-ମନୋଜ ଯୋଡ଼ିଙ୍କୁ ସ୍ୱର୍ଣ୍ଣ

ଇତିହାସ ରଚିଲେ ପି.ଭି ସିନ୍ଧୁ

ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ସିନ୍ଧୁ ବିଜୟଧାରା ଜାରି; ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡରେ ସିନ୍ଧୁ

ପୁରୁଷ ପରେ ମହିଳା ହକି ଟିମ୍‌ ବି ଜିତିଲା ଟାଇଟଲ୍‌

You might also like