ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ଇଂଲଣ୍ଡ

ଭୁବନେଶ୍ୱର : ବିଶ୍ୱକପ ପୁରୁଷ ହକିରେ ଆଜି ଠାରୁ ଆରମ୍ଭ ହୋଇଛି କ୍ୱାର୍ଟରଫାଇନାଲ ପର୍ଯ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ଇଂଲଣ୍ଡ।

ସେପଟେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଫ୍ରାନସ୍ ମୁକାବିଲା ଚାଲିଛି। ସେହିପରି ଆସନ୍ତାକାଲି ଭାରତ-ନେଦରଲାଣ୍ଡସ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

You might also like