ଧୋନିଙ୍କ ନାଁରେ ଟିକେଟ ବିକ୍ରି କରୁଛି ଅାୟରଲ୍ୟାଣ୍ଡ

ନୂଆଦିଲ୍ଲୀ : ଧୋନିଙ୍କ ଅାୟରଲ୍ୟାଣ୍ଡ ଗସ୍ତକୁ ନେଇ ଉତ୍ସାହିତ ହୋଇପଡିଛି କ୍ରିକେଟ୍ ଅାୟାରଲ୍ୟାଣ୍ଡ I ଦର୍ଶକଙ୍କୁ ଆକର୍ଷିତ କରିବା ତଥା ଅଧିକ ଟିକେଟ ବିକ୍ରି ପାଇଁ ସେ ତାଙ୍କ ଅଫିସିଅାଲ ଟ୍ୱିଟର ପେଜରେ ଧୋନିଙ୍କ ଫଟୋ ପୋଷ୍ଟ କରିଛନ୍ତି I ଏଥିରେ ଲେଖାଯାଇଛି ‘ଏମଏସ ଧୋନି ଅାସୁଛନ୍ତି, ୨୭ ଜୁନରେ ମାଲହାଇଡ ଗ୍ରାଉଣ୍ଡରେ ଅାପଣମାନେ ତାଙ୍କ ଖେଳ ଦେଖିପାରିବେ I’

ଅାସନ୍ତା ୨୭ ଓ ୨୯ ତାରିଖରେ ଅାୟାରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳିବେ ଧୋନି I
କ୍ରିକେଟ୍ ଜଗତରେ ସାରା ବିଶ୍ୱରେ ଧୋନିଙ୍କର ଏକ ସୁନାମ ରହିଛି I ସେ ତାଙ୍କ ଖେଳ ପାଇଁ ଯେତିକି ପରିଚିତ, ତାଙ୍କ ସ୍ଵଭାବ ପାଇଁ ଢେର ଅଧିକ ପ୍ରଶଂସିତ ହୁଅନ୍ତି I
କ୍ରିକେଟ ଜଗତରେ ଧୋନି କୋଟି କୋଟି ପ୍ରଶଂସକଙ୍କ ପାଇଁ ରୋଲ୍ ମଡେଲ I ଏଥିରୁ ଅାୟାରଲ୍ୟାଣ୍ଡ ବା ବାଦ୍ ପଡନ୍ତା କିପରି?

ଆହୁରି ପଢ଼ନ୍ତୁ

ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଶୋଇଥିବା ଅବସ୍ଥାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

‘ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍’‌ରେ ଭାଗ ନେଲେ ଜାତୀୟ ଖେଳାଳି

ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟର୍ ସସପେଣ୍ଡ୍

ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

You might also like