ବାରବାଟିରେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ହେବନାହିଁ !

କଟକ: ଡିସେମ୍ବର ୨୨ରେ ବାରବାଟୀରେ ମ୍ୟାଚ୍ ହୋଇନପାରେ। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌କୁ ନେଇ ପ୍ରସ୍ତୁତ ନାହିଁ ବାରବାଟୀ ଷ୍ଟାଡିୟମ୍। ଫୋନିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଯାହାର ମରାମତି କରିବାକୁ ଫଣ୍ଡ୍ ଓ ସମୟ ଦରକାର। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏଏସ୍ଏନ୍‌ର ସମ୍ପାଦକ ସଞ୍ଜୟ ବେହେରା।

ଏବେ ଆଶା ଆଶଙ୍କାରେ ବାରବାଟୀରେ ଡିସେମ୍ବର ୨୨ ତାରିଖର ମ୍ୟାଚ୍। ଫୋନି ପରେ ଷ୍ଟାଡିୟମ୍‌ର କ୍ଷତି ଘଟିଛି। ଆର୍ଥିକ ସହାୟତା ପାଇଁ ବିସିସିଆଇକୁ ଅବଗତ କରାଯାଇଛିା ଫଣ୍ଡ୍ ମିଳିବା ପରେ ଷ୍ଟାଡିୟମ୍ ମରାମତିହେବ। ପୂରା ମରାମତି ସରିବା ପରେ ହିଁ ମ୍ୟାଚ୍ ହୋଇପାରିବ ବୋଲି ଓସିଏ ସମ୍ପାଦକ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆରମ୍ଭ ହେଲା କ୍ରିକେଟ୍‌, ମ୍ୟାଚ୍‌ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି

‘ପ୍ରିନ୍ସ ଅଫ୍ କୋଲକାତା’ @୪୮

୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

ହ୍ୟାପି ବାର୍ଥ ଡେ ମାହି; ‘ଧୋନିଙ୍କ ପ୍ରତିନିଧିତ୍ୱ ଶୈଳୀ ଶବ୍ଦରେ ପ୍ରକାଶ କରିହେବନି’

ସଚିନଙ୍କ ବଡ଼ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି

ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍‌ ଫିକ୍ସିଂର ଅଭିଯାେଗର ତଦନ୍ତ ବନ୍ଦ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

୨୫ ଜୁନ୍, ୧୯୮୩: ଭାରତୀୟ କ୍ରିକେଟ୍ ଇତିହାସର ସ୍ୱର୍ଣ୍ଣିମ ଦିନ, ଲର୍ଡ୍ସରେ ଉଡ଼ିଥିଲା ତ୍ରିରଙ୍ଗା

ବିରାଟ୍ କୋହଲିଙ୍କ ଲାଇଫ୍ ପାର୍ଟନର୍ ହେବାକୁ ଚାହୁଁଥିଲେ ଏହି ମହିଳା କ୍ରିକେଟର୍, କିନ୍ତୁ…

ପଜିଟିଭର ଦିନକ ପରେ ଆସିଲା ଏହି ପାକ୍ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ୍

ଆଉ ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳିଙ୍କୁ କରୋନା

You might also like