ହାପି ବାର୍ଥ ଡେ’ ସଚିନ୍‌

ସଚିନ୍‌@ ୪୬

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଜଗତର ବାଦ୍‌ସାହା ସଚିନ ତେନ୍ଦୁଲକରଙ୍କର ୪୬ତମ ଜନ୍ମଦିନ। ଏହି ଅବସରରେ ସଚିନ୍‌ଙ୍କ ପ୍ରଶଂସକମାନେ ତାଙ୍କ ସହ ସେଲ୍‌ଫି ନେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଆଜି ତାଙ୍କ ପ୍ରଶଂସକମାନେ ସଚିନ୍‌ଙ୍କୁ ଖୁବ୍‌ ନିକଟରୁ ପାଇ ଅତିମାତ୍ରାରେ ଉତ୍ସାହିତ ହୋଇଥିଲେ। ସେହିପରି ବିଭିନ୍ନ ସୋଶାଲ୍‌ ମିଡିଆରେ ମଧ୍ୟ ସଚିନ୍‌ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

ନିଜ ଜୀବନର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ପଡ଼ିଆରେ ସକ୍ରିୟ ଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲ୍‌କର ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ରେ ମୋଟ ୩୪,୩୫୭ ରନ୍ କରିଛନ୍ତି। ୨୦୧୨ ଡିସେମ୍ବରରେ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇ ଥିବା ସଚିନ୍ ୨୦୧୩ ଅକ୍ଟୋବରରେ ଟି୨୦ରୁ ଅବସର ନେଇଥିଲେ। ସେହିପରି ୨୦୧୩ ନଭେମ୍ବରରୁ କ୍ରିକେଟ୍‌ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛନ୍ତି।

ଆହୁରି ପଢ଼ନ୍ତୁ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପି.ଭି. ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: ଭାରତର ପ୍ରମୋଦ-ମନୋଜ ଯୋଡ଼ିଙ୍କୁ ସ୍ୱର୍ଣ୍ଣ

ଇତିହାସ ରଚିଲେ ପି.ଭି ସିନ୍ଧୁ

ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ସିନ୍ଧୁ ବିଜୟଧାରା ଜାରି; ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡରେ ସିନ୍ଧୁ

ପୁରୁଷ ପରେ ମହିଳା ହକି ଟିମ୍‌ ବି ଜିତିଲା ଟାଇଟଲ୍‌

ଗୁରୁବାର ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ

You might also like