କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜିଠାରୁ ଆରମ୍ଭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଆଜି ଏବଂ କାଲି ଦୁଇଦିନ ଧରି ଯୋଗ୍ୟତା ପର୍ଯ୍ୟାୟର ୪ଟି ମ୍ୟାଚ ଖେଳାଯିବ। ଏଥିରେ ୮ଟି ଟିମ୍ ଭାଗନେଉଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆସନ୍ତା ୩୧ତାରିଖରୁ ଆରମ୍ଭ ହେବ।

ଟୁର୍ଣ୍ଣାମେଣ୍ଟର ମୁଖ୍ୟ ରାଉଣ୍ଡ ୩୧ମାର୍ଚ୍ଚରେ ଆରମ୍ଭ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇଂ ଏଫ୍‌ସି ଓ ଆଇଜୱାଲ୍‌ ଏଫ୍‌ସି ପରସ୍ପରର ସାମ୍ନାସାମ୍ନି ହେବେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍‌ ୨୦ ଅପ୍ରେଲ୍‌ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଦେଖନ୍ତୁ ଏହି ଭିଡ଼ିଓ-

You might also like