ସିଡ୍‌ନୀ ଟେଷ୍ଟ: ଭାରତର ବିଜୟ ରାସ୍ତାରେ ବର୍ଷା ବାଧକ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଭାରତର ବିଜୟ ରାସ୍ତାରେ ବାଧକ ସାଜିଛି ବର୍ଷା । ଗତକାଲି ଭଳି ଆଜି ମଧ୍ୟ ବର୍ଷା ଯୋଗୁ ଅନେକ ଓଭର ଖେଳ ସମ୍ଭବ ହୋଇପାରିନାହିଁ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ସୀମିତ ରହିଛି। ଫଳରେ ଘରୋଇ ଟିମ୍‌ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ଦୀର୍ଘ ୩୩ ବର୍ଷ ପରେ ନିଜ ମାଟିରେ ଅଷ୍ଟ୍ରେଲିଆ ଫଲୋଅନ୍‌ ହୋଇଛି। କୁଲଦୀପ ଯାଦବଙ୍କ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ବାହିନୀ।

ଅଷ୍ଟ୍ରେଲିଆ ଟିମ୍‌ରେ ଅଧା ବ୍ୟାଟ୍ସମ୍ୟାନ୍‌କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଛନ୍ତି କୁଲଦୀପ। ସେ ୫ଟି ୱିକେଟ୍ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍ ବିନା କୌଣସି ୱିକେଟ୍ ହରାଇ ୬ ରନ୍ କରିଛି।

ଆହୁରି ପଢ଼ନ୍ତୁ

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍: ଭାରତୀୟ ମହିଳା ଟିମ୍ ଫାଇନାଲରେ

ଆଉ ଏକ ସମ୍ମାନର ଅଧିକାରୀ ହେଲେ ସଚିନ୍

ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ସଚିନ

ଆଇସିସିରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ କ୍ରିକେଟ୍‌ ଟିମ୍‌

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

କୋଚ୍ ଖୋଜିବା ଆରମ୍ଭ କଲା BCCI !

କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

You might also like