ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସିରିଜର ଶେଷ ଦିନିକିଆ

ୱେଲିଂଟନ: ଆସନ୍ତାକାଲି ୱେଲିଂଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଚଳିତ ସିରିଜରେ ଟିମ୍‌ ଇଣ୍ଡିଆ ପ୍ରଥମ ତିନିଟି ମ୍ୟାଚ୍‌ ଜିତିଥିବା ବେଳେ ହାମିଲ୍‌ଟନରେ ହୋଇଥିବା ଚତୁର୍ଥ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍‌ ଚମତ୍କାର ପ୍ରଦର୍ଶନ କରିଥିଲା।

ଘରୋଇ ଟିମ୍  ୮ ଓ୍ୱିକେଟରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା। ଟିମ୍‌ ଇଣ୍ଡିଆର ୭ଜଣ ବ୍ୟାଟ୍‌ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲଟ ୫ଟି ଉଇକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ

ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଟ୍ରେନିଂ ସରିଲା, କାଶ୍ମୀରରୁ ଫେରିଲେ ଧୋନି

ଇଣ୍ଡିଆନ୍ ଗ୍ରାଁ ପ୍ରି-୫: ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ତୃତୀୟ ଦିନିକିଆ ବି ଭାରତ ଜିତିଲା; ସଚିନଙ୍କଠାରୁ ଆଉ ମାତ୍ର ୬ଟି ଶତକ ପଛରେ କୋହଲି

ଦେଶବାସୀଙ୍କୁ ଏମିତି ଢଙ୍ଗରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ତୃତୀୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

You might also like