• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ab de villiers u turn on anushka sharma pregnancy
ଡିଭିଲିୟର୍ସଙ୍କ ୟୁଟର୍ଣ୍ଣ; ଭୁଲରେ କହିଦେଇଥିଲେ, ଅନୁଷ୍କା ମାଆ ହେବେ ବୋଲି..

ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ  ମୋ ଫ୍ୟାନ୍‌ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’

Ravindra Jadeja
ପଦାରେ ପଡ଼ିଲା ଜାଡେଜାଙ୍କ ଘର କଳି; ବାପା କହିଲେ, ପୁଅ ବାହାଘର ପରେ ବଦଳି ଗଲା..

ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ କହିଥିଲେ, ‘ଏଣିକି ପୁଅ ରବୀନ୍ଦ୍ରଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ। ତାକୁ କ୍ରିକେଟର କରି ନଥିଲେ ଭଲ ହୋଇଥାଆନ୍ତା’।

Youth kills teen with cricket bat
କ୍ରିକେଟ୍ ମ୍ୟାଚ୍‌ ହେଲା କାଳ... ସାଙ୍ଗକୁ ହତ୍ୟା କଲା ସାଙ୍ଗ...

ଭାରତରେ କ୍ରିକେଟ୍ ଖେଳର ଲୋକପ୍ରିୟତା ଯଥେଷ୍ଟ ଅଧିକ ରହିଛି । କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍‌ରୁ ଘଟିଛି କରୁଣ କାହାଣୀ...ସାଙ୍ଗକୁ ହତ୍ୟା କରିଛି ସାଙ୍ଗ...

Ind vs Pak
ଭାରତ-ପାକିସ୍ତାନ ମଧ୍ୟରେ ହେବ ‍ବିଶ୍ୱକପ୍‌ ଫାଇନାଲ ? ୧୮ ବର୍ଷ ପରେ ହୋଇପାରେ ମହାମୁକାବିଲା

ଅଣ୍ଡର-୧୯ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଫଫେବ୍ରୁଆରୀ ୮ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ଏହି ମ୍ୟାଚ୍‌ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟଲାଭ କରେ ତେବେ ୧୮ ବର୍ଷ ପରେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିପାରେ ମହାମୁକାବିଲା।

U 19, Cricket world Cup
ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ U19 ଫାଇନାଲରେ ଭାରତ

୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।

ind vs eng
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ଖେଳିନପାରନ୍ତି ଏହି ଷ୍ଟାର୍‌ ଖେଳାଳି

ଟିମ୍‌ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ମ୍ୟାଚ୍ ର୍ପୂବରୁ ଟିମ୍‌ ଇଣ୍ତିଆକୁ ଲାଗିଛି ବଡ଼ ଝଟକା । ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳି ନପାରନ୍ତି ଷ୍ଟାର୍‌ ଖେଳାଳି ।

Varun Kumar
ଭାରତୀୟ ହକିକୁ ଲଜ୍ଜା: ବିବାହର ପ୍ରତିଶ୍ରୁତି ଦେଇ ବରୁଣ କରୁଥିଲେ ବାରମ୍ବାର ଦୁଷ୍କର୍ମ !

ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

Ind vs Eng
ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।

Virat Kohli
ଦ୍ୱିତୀୟ ଥର ପାଇଁ ବାପା-ମା’ ହେବେ ବିରାଟ-ଅନୁଷ୍କା; ଘରକୁ ଆସିବ ନୂଆ କୁନି ଅତିଥି !

ଖୁବ୍‌ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।

FIH Pro League
ପୁଣି ଥରେ ଓଡ଼ିଶାକୁ ଫେରିଲା ହକି ଫିଭର; ଆଜିଠୁ FIH ପ୍ରୋ ଲିଗ୍

ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ।

Ind vs Eng
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାସିଂଟନ ସୁନ୍ଦର ଚୁଡ଼ାନ୍ତ ଏକାଦଶରେ ଖେଳିପାରନ୍ତି।

Virat Kohli
ଅସୁସ୍ଥ ନାହାନ୍ତି କୋହଲିଙ୍କ ମାଆ...ଇନଷ୍ଟାଗ୍ରାମ ପୋଷ୍ଟରେ ଖବରକୁ କଲେ ଖଣ୍ତନ

ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।

Mayank Agarwal
ମୟଙ୍କ ଅଗ୍ରୱାଲଙ୍କ ବିରୋଧରେ ହୋଇଥିଲା କି ଷଡ଼ଯନ୍ତ୍ର ? ପାଣିରେ ମିଶାଯାଇଥିଲା ବିଷାକ୍ତ ପଦାର୍ଥ !

ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି।

Rinku Singh Father
ଫିଲ୍ଡରେ ପୁଅ ମାରୁଛି ଛକା-ଚୌକା; ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର..

ପୁଅ ଏବେ ଟିମ୍‌ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍‌ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା।

Ravindra Jadeja
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଏହି ଷ୍ଟାର ଅଲରାଉଣ୍ତର..

କ୍ରିକେଟ ଜଗତର ବେଷ୍ଟ ଅଲରାଉଣ୍ତର ତଥା ଟପ୍‌ ଫିଲ୍ଡର ରବିନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗ ସମସ୍ୟା ସହ ଲଢ଼େଇ କରୁଛନ୍ତି । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

jannik sinner
AUS Open 2024: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ଜିତିଲେ ୟାନିକ୍‌ ସିନର୍‌

ସିନର୍‌ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।

Ind Vs Eng Test Series
ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟ; ୨୮ ରନ୍‌ରେ ହାରିଲା ଭାରତ

ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।

Rohan Bopanna
ଇତିହାସ ରଚିଲେ ରୋହନ ବୋପନ୍ନା; ୪୩ ବର୍ଷରେ ଅଷ୍ଟ୍ରେଲିୟନ୍ ଓପନ୍ ଚାମ୍ପିଅନ୍

ପ୍ରଥମେ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ୍ ଆଉ ଏବେ ବୟସ୍କ ଅଷ୍ଟ୍ରେଲିଆନ୍ ଓପନ ଡବଲ୍ସ ଚାମ୍ପିଅନ୍। ଅଷ୍ଟ୍ରେଲିୟ ଖେଳାଳି ମାଥ୍ୟୁ ଏବଡେନଙ୍କୁ ସାଥୀ କରି ବୋପନ୍ନା ବାଜି ମାରିଛନ୍ତି ଅଷ୍ଟ୍ରେଲିୟନ୍ ଓପନ।

Will Cheteshwar Pujara return to the Indian Test team?
Sports: ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଚେତେଶ୍ୱର ପୂଜାରା

ଚଳିତ ରଣଜୀ ସିଜନ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍‌? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?

Ind Vs Eng Test Series
ଭାରତ-ଇଂଲଣ୍ଡ 'ଟେଷ୍ଟ୍' ଟକ୍କର୍; ଫିଲ୍ଡିଂ କରିବ ଭାରତ

ଟସ୍‌ ଜିତି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ଶିକର ଭାରତ ଟିମ୍‌ରେ ସ୍ଥାନ ପାଇଛନ୍ତି । ପ୍ଲେଇଂ ଇଲେଭେନରେ ୩ ସ୍ପିନର, ୨ ପେସର୍ ଅଛନ୍ତି।

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

IPL 2024 Inaugration Date
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL ସିଜିନ୍‌-୧୭ ! ଏହି ଦିନ ଖେଳାଯାଇପାରେ ଫାଇନାଲ ମ୍ୟାଚ୍‌

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ।

Virat Kohli
ଇଂଲଣ୍ତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି..ରୋହିତଙ୍କୁ କହିଲେ କାରଣ..

ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Shoaib Malik
ଚର୍ଚ୍ଚାକୁ ସତ ପ୍ରମାଣିତ କଲେ ସୋଏବ; ଅଭିନେତ୍ରୀ ସାନା ଜାଭେଦ୍‌ଙ୍କୁ ନିକାହ କଲେ..

ଅଭିନେତ୍ରୀ ସନା ଜାଭେଦ୍‌ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍‌ କରୁଥିବାର ଶୁଣିବାକୁ ମିଳିଥିଲା ।

Rohit Sharma
ରୋହିତ ଆଉଟ କି ନଟଆଉଟ .. ସୁପର ଓଭର ସୃଷ୍ଟି କଲା ବିତର୍କ

ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।