ଲଞ୍ଚ ହେଲେ ରିସାଟ୍-୨ବି, ସବୁ ପାଣିପାଗରେ କାମ କରିବ

ଶ୍ରୀହରିକୋଟା : ମହାକାଶ ଗବେଷଣା ଓ ଜ୍ଞାନ କୌଶଳ ପ୍ରୟୋଗ କ୍ଷେତ୍ରରେ ଭାରତ ଆଉ ଏକ କୀର୍ତ୍ତୀମାନ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ  ସଫଳତାର ସହ ଉତ୍‌କ୍ଷେପଣ କରିଛି ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ନିର୍ମିତ  RISAT-2B।

ଆଜି  ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ସ୍ପେସ୍ ସେଣ୍ଟରରୁ  ଉତକ୍ଷେପଣ ହୋଇ  କକ୍ଷପଥରେ ଅବସ୍ଥାପିତ ହୋଇଛି RISAT-2B ।  ସକାଳ ୫ଟା ୩୦ ମିନଟରେ ମହାକାଶ ଯାନ PSLV C-46 ଦ୍ୱାରା ଉତ୍‌କ୍ଷେପଣ ହୋଇଥିଲା ଏହି କୃତ୍ରିମ  ସାଟେଲାଇଟ।

ଏହା ସବୁପ୍ରକାର ପାଣିପାଗରେ କାମ କରିପାରିବ। ପ୍ରତିରକ୍ଷା ସହ କୃଷି, ବନ ଏବଂ ପ୍ରାକୃତିକ ବିପତ୍ତି ସମ୍ପର୍କିତ ସୂଚନା ପ୍ରଦାନ କରିପାରିବ।

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like