ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ ; ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା

ବେଙ୍ଗାଲୁରୁ  : ଜୁଲାଇ ୧୫ତାରିଖରେ ଛଡ଼ାଯିବ ଚନ୍ଦ୍ରଯାନ-୨। ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରାଯିବ। ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ। ଏହା ଆଗରୁ ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ଜାରି ହୋଇଛି ଚନ୍ଦ୍ରଯାନ-ଟୁ ର ଭିଡିଓ।

ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ୍ ମିଶନରେ ଜଡ଼ିତ ଥିବା ବୈଜ୍ଞାନିକ ମାନେ ଅହରହ ଭାବେ ଏଥିରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଯାନ-ଟୁ ରେ ତିନିଟି ମଡ୍ୟୁଲ୍ ରହିଛି। ଯାହା ଚନ୍ଦ୍ରରେ ପରିକ୍ରମା ଏବଂ ପ୍ରବେଶ ନେଇ ଅଧିକ ସହାୟକ ହେବ। ଚନ୍ଦ୍ରଯାନ-ଟୁ କୁ GSLV MK-III ରକେଟ୍ ଦ୍ୱାରା ଉତକ୍ଷେପଣ କରାଯିବ।

ଇସ୍ରୋ ପକ୍ଷରୁ ଏହାକୁ ଜୁଲାଇ ୯ରୁ ୧୬ ମଧ୍ୟରେ ଚନ୍ଦ୍ର ପୃଷ୍ଟକୁ ପଠାଇବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ମୁଖ୍ୟତଃ ଚନ୍ଦ୍ର ପୃଷ୍ଟରେ ପାଣି ଏବଂ ଖଣିଜ ପଦାର୍ଥ ସନ୍ଧାନରେ ଏହି ମିଶନ୍ କାର୍ଯ୍ୟ କରିବ। ୧୦ ବର୍ଷ ପୂର୍ବରୁ ୨୦୦୯ରେ ଭାରତର ପ୍ରଥମ ଚନ୍ଦ୍ରଯାନ ଅଭିଯାନ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like