ଉଲଗ୍ନ ନାରୀ ପରି ଏ କି ଫୁଲ, ଜାଣନ୍ତି ?

ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା  ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ।

ଏକ  ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା  ।

ଏ ଫୁଲଟି ବିଷୟରେ ସଠିକ୍‌ ତଥ୍ୟ ଜଣାପଡିନାହିଁ । କିନ୍ତୁ ସୋଶାଲ ମିଡିଆରେ ଏହା ଖୁବ୍‌ ଭାଇରାଲ୍‌। ଏହାର ଅନେକ ଫଟୋ ଓ ଭିଡ଼ିଓ ଇଣ୍ଟରନେଟ୍‌ରେ ଦେଖିବାକୁ ମିଳେ। ପ୍ରତି ୨୦ ବର୍ଷ ଅନ୍ତରରେ ଏହା ଥରେ ଫୁଟିଥାଏ ବୋଲି କୁହାଯାଏ। ହିମାଳୟର ପାର୍ବତ୍ୟାଂଚଳରେ ଏହି ଫୁଲକୁ ଦେଖିବାକୁ ମିଳିଥାଏ ବୋଲି କହନ୍ତି।

ଏ ଫୁଲକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟଜନକ ଓ ବିରଳ ଫୁଲ ଭବେ ମଧ୍ୟ ଗଣାଯାଏ । ଯାହାକି ସବୁ ମହିଳାଙ୍କ ଶରୀର ପରି ଆକାର ନେଇ ଫୁଟିଥାଏ । ବିଶ୍ୱାସ କରାଯାଏ କି ଜଙ୍ଗଲରେ ଧ୍ୟାନ ଧାରଣା କରୁଥିବା ସାଧୁ ମାନଙ୍କୁ ଏହି ଫୁଲ ଅଡୁଆରେ ପକାଇଥାଏ। ଏହାକୁ ଦେଖି ସେମାନଙ୍କର ଏକାଗ୍ରତା ମଧ୍ୟ ଭଙ୍ଗ ହୋଇଯାଇଥାଏ।

 

 

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like