କଏଦୀ ବଦଳାଇଲେ ଜେଲ୍‌ର ଚିତ୍ର

ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍‌ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍‌ର କାନ୍ଥ କୌଣସି ମ୍ୟୁଜିୟମ୍‌ଠାରୁ ମଧ୍ୟ କମ୍‌ ଲାଗୁନାହିଁ।

कैदी नबंर 259 ने की अनोखी शुरुआत.

ଏହି ଜେଲ୍‌ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍‌ଡିପିଏସ୍‌ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ।

कैदी नबंर 259 ने की अनोखी शुरुआत.

ସାଧୁରାମଙ୍କ ଚିତ୍ର କରିବାର ସୌକ୍‌ ତାଙ୍କ ସାଥିରେ ଜେଲ୍‌ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। ଯେଉଁ କାରଣରୁ ସମସ୍ତ ୧୫ ଜଣ କଏଦୀ ମିଳିମିଶି ଜେଲ୍‌ର କାନ୍ଥକୁ ବିଭିନ୍ନ ରଙ୍ଗ ବେରଙ୍ଗର ପେଣ୍ଟିଙ୍ଗରେ ସଜାଇଛନ୍ତି।

सैकड़ों पेंटिंग से सजी जेल की दीवारें.

ଉଦୟପୁରର ସେଣ୍ଟ୍ରାଲ ଜେଲ୍‌ରେ ବର୍ତ୍ତମାନ ୧୨ ଶହରୁ ଅଧିକ କଏଦୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି କଏଦୀ ଅପରାଧିକ ମାମଲାରେ ଜଡ଼ିତ ହେଲେ ମଧ୍ୟ ଏବେ ପଶ୍ଚାତାପ କରୁଛନ୍ତି।

कैदी नबंर 259 ने की अनोखी शुरुआत.

ସେମାନେ ଜେଲ୍‌ରେ ନିଜର ସଜା କାଟିବା ସହିତ କିଛି ଭଲ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ସାଧୁରାମ ଜଣେ। ତାଙ୍କୁ ସମସ୍ତେ ଜେଲ୍‌ରେ ୨୫୯ କଏଦୀ ନାମରେ ଜାଣନ୍ତି। ସେ ଜେଲ୍‌ରୁ ବାହାରି ଜଣେ ସାଧାରଣ ନାଗରିକ ପରି ବଞ୍ଚିବାକୁ ଚାହୁଁଛନ୍ତି। ଯାହାର ଆରମ୍ଭ ସେ ଜେଲ୍‌ରୁ ହିଁ କରିଛନ୍ତି।

 सैकड़ों पेंटिंग से सजी जेल की दीवारें.

You might also like