ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଡ଼ିଲା ଟଙ୍କା

ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ।

ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ ଗଡବୀଙ୍କ ଭଜନ ଗାୟନରେ ପୁରା ମସ୍‌ଗୁଲ୍‌ ହୋଇଯାଇଥିଲେ। ସେଠାରେ ୧୦ ଟଙ୍କିଆ ନୋଟ୍‌ରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବର୍ଷା କରିଥିଲେ ଲୋକେ।

ଉଲ୍ଲେଖନୀଯ ଯେ, ଏକ ଅନାଥଶ୍ରମ ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ ପାଇଁ ଏହି ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଆଉ ମନଭରି ଉକ୍ତ ସଂଗୀତ ସମାରୋହକୁ ଉପଭୋଗ କରିଥିଲେ।

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

୫୦ଟି ଭାଷାରେ ଅନୁବାଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଭାରତର ଏହି ସ୍ଥାନରେ ୧୮ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଏହି ସର୍ଟକର୍ଟ ‘କି’ ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

You might also like