ଚର୍ଚ୍ଚାରେ ପାକିସ୍ତାନର ଏହି ସୁନ୍ଦରୀ ପୋଲିସ ଅଫିସରଙ୍କ ଫଟୋ

ଲାହୋର: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନିଙ୍କ ପରେ ପାକିସ୍ତାନର ଆଉ ଜଣେ ସୁନ୍ଦରୀ ମହିଳାଙ୍କୁ ନେଇ ଚର୍ଚ୍ଚା I ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ମହିଳା ପୋଲିସ ଏସପି ଡା. ଅନୁସ ମାସୁଦ ଚୌଧୁରୀ I ଅନୁସ କେବଳ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି I ପୋଲିସ ଚାକିରି କରିବା ପୂର୍ବରୁ ଅନୁସ ଜଣେ ଡାକ୍ତର ଥିଲେ I

ଅନୁସ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଓ ସେ ବିଶ୍ୱ ବିଦ୍ୟାଳୟରୁ ଗୋଲଡ ମେଡାଲ ମଧ୍ୟ ପାଇଛନ୍ତି I ସୋସିଆଲ ମିଡିଆରେ ଏବେ ଅନୁଶଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଅନୁସ ପ୍ରଥମେ ଲାହୋରରେ ନିଯୁକ୍ତି ପାଇଥିଲେ I ପରେ ଆବୋଟାବାଦ ବଦଳି ହୋଇଛନ୍ତି I

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like