ଜଳିଗଲା ୨ ଶହରୁ ଅଧିକ କାର୍

ମେଡିକାଲ କଲେଜ ପଡ଼ିଆ ପାର୍କିଂରେ ନିଆଁ

ଚେନ୍ନାଇ : ଚାହୁଁ ଚାହୁଁ ଜଳିଗଲା ୨ଶହରୁ ଅଧିକ କାର୍। ଚେନ୍ନାଇ ନିକଟ ରାମଚନ୍ଦ୍ର ମେଡିକାଲ୍ କଲେଜ ପଡ଼ିଆ ପାର୍କିଂରେ ଜଳିଯାଇଛି ଏହି ସବୁ କାର୍। ଆଜି ଅପରାହ୍ନରେ ହଠାତ୍ ଏହି ପାର୍କିଂ ପଡ଼ିଆରେ ନିଆଁ ଲାଗି ଯାଇଥିଲା। ପଡ଼ିଆରେ ଶୁଖିଲା ଘାସ ଥିବାରୁ ନିଆଁ ଅଳ୍ପ ସମୟ ମଧ୍ୟରେ ସବୁଆଡ଼କୁ ବ୍ୟାପି ଯାଇଥିଲା।

୧୦ରୁ ଅଧିକ ଦମକଳ ଗାଡ଼ି ଲାଗିଥିଲେ ବି ନିଆଁକୁ ଶୀଘ୍ର ଲିଭା ଯାଇପାରିନଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ଯାଏ ଜଣାପଡ଼ି ନାହିଁ।

ଗତକାଲି ବେଙ୍ଗାଲୁରୁରେ ଏୟାର ଶୋ’ ବେଳେ ଏଭଳି ନିଆଁ ଲାଗି ୩ ଶହରୁ ଅଧିକ କାର୍ ଜଳି ଯାଇଥିଲା। ଆଜି ସେହି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like