କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ନୂଆଦିଲ୍ଲୀ : ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଗ୍ରାହକଙ୍କ ପାଇଁ ମାରୁତି ସୁଜୁକିର ନୂଆ ଅଫର। ବିଭିନ୍ନ ମଡେଲ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରାଯାଇଛି।

ନୂଆ ଦର ଆଜିଠାରୁ ଲାଗୁ ହୋଇଛି। କମ୍ପାନୀ ପକ୍ଷରୁ ପ୍ରମୋସନାଲ ଅଫର ଉପରେ ଗ୍ରାହକମାନଙ୍କୁ ୫ହଜାର ଟଙ୍କାର ରିହାତି ମଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟାକ୍ସ ହ୍ରାସ ପାଇଁ ଘୋଷଣା କରିବା ପରେ ଏହାର ପ୍ରଭାବ ମାର୍କେଟ ଉପରେ ପଡିଛି।

ନୂଆ ଅଫର ପରେ କାର ବିକ୍ରି ବୃଦ୍ଧି ପାଇବ ବୋଲି ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି। ଗତ ମାସରେ ମାରୁତି ସୁଜୁକିର କାର ବିକ୍ରି ୩୪ ପ୍ରତିଶତ ହ୍ରାସ ପାଇଥିଲା।

ଆହୁରି ପଢ଼ନ୍ତୁ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

‘ମୋତେ ୧୫ ବର୍ଷ ହୋଇଥିବା ବେଳେ ୮ ଜଣ ଦୁଷ୍କର୍ମ କରିଥିଲେ’

ମୋତେ ଇଚ୍ଛା ମୃତ୍ୟୁ ଦିଅ ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି

You might also like