୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

ନୂଆଦିଲ୍ଲୀ : ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ।

ଜୟେଶ ପଟେଲ ନାମକ ଏହି ବ୍ୟକ୍ତି ନିଜ ଦାଢ଼ି ଓ ଚୁଟିକୁ ଧଳା କରି ଛଦ୍ମବେଶ ଧାରଣ କରିଥିଲେ। ସେ ତାଙ୍କର ନୂଆ ନାଁ ଦେଇଥିଲେ, ଆମ୍ରିକ୍‌ ସିଂହ। ସେ ଏକ ପାସ୍‌ପୋର୍ଟ ମଧ୍ୟ ଯୋଗାଡ଼ କରିଥିଲେ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ପୁଲିସ୍‌ ଫୋର୍ସଙ୍କ କହିବା ଅନୁଯାୟୀ, ସେ ହ୍ୱିଲ ଚେୟାରରେ ଆସିଥିଲେ ଏବଂ ସମସ୍ତ ପ୍ରାଥମିକ ପ୍ରକ୍ରିୟା ଆରାମରେ ଅତିକ୍ରମ କରିଯାଇଥିଲେ। ଏହାପରେ ତାଙ୍କୁ ଟିକିନିଖି ଯାଞ୍ଚ କରିବା ପରେ ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଥିଲା। ସେ ଭାରତ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଏହି କାରସାଦି କରିଥିଲେ ଏବଂ ଏଥିପାଇଁ ସେ ଆମେରିକା ଯିବା ପରେ ୩୦ ଲକ୍ଷ ଟଙ୍କା ଦେବେ କହିଥିଲେ।

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like