ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ନୂଆଦିଲ୍ଲୀ: ଉତ୍ସବ ମୁଖର ହେଉଛି କୋଲକାତା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ସହର। କୋଲକାତାରେ ଏଥର ଏକ ନିଆରା ଢଙ୍ଗରେ ମେଢ଼କୁ ସଜା ଯାଇଛି। ଲକ୍‌ଡାଉନ୍ ସମୟରେ କିପରି ଏକ ପ୍ରବାସୀ ମହିଳା ଶ୍ରମିକ ନିଜ ଛୁଆମାନକୁ ଧରି ସଂଘର୍ଷ କରିଥିଲେ ସେହି ଥିମ୍‌ରେ ମେଢ଼ ନିର୍ମାଣ ହୋଇଛି। ଏହି ମେଢରେ ମାଆ ନିଜ ଛୁଆକୁ ଧରିଥିବା ଦେଖିବାକୁ ମିଳିଛି। ଯାହା ମାଆ ଦୁର୍ଗାଙ୍କ ପ୍ରତିଫଳନ ଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି।

ଧରାପୃଷ୍ଟରେ ମାଆ ହିଁ ଦୁର୍ଗତିନାସିନୀ ତେଣୁ ମାଆଙ୍କୁ ଦୁର୍ଗାଙ୍କ ପ୍ରତିବିମ୍ବ ଭାବେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏହି ଥିମ୍‌କୁ ନେଇ ଏବେ ସାରା କୋଲକାତାରେ ଚର୍ଚ୍ଚା ହେଉଛି।

ଚଳିତ ଥର ବଡ଼ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଛି। ତେଣୁ ଅଳ୍ପ ଲୋକଙ୍କୁ ନେଇ କିପରି ଉନ୍ନତମାନର ମେଢ଼ ନିର୍ମାଣ କରିହେବ ସେନେଇ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like