ଲଞ୍ଚ୍ ହେଲା Lenovo K10 Plus; କମ ଦାମ୍‌ରେ ଅଧିକ ଫିଚର୍ସ

ନୂଆଦିଲ୍ଲୀ: ଲିନୋବୋ କମ୍ପାନୀ ସ୍ମାର୍ଟ ଫୋନ୍‌ Lenovo K10 Plus କୁ ଆଜି ୨୨ ସେପ୍ଟେମ୍ବରରେ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ ଟି 4GB ରାମ୍‌ ଓ  ‌64GB ଇନ୍‌ବ୍ୟୁଲ୍‌ଡ ଷ୍ଟୋରେଜ୍ ସହିତ ଲଞ୍ଚ୍ ହୋଇଛି। ଏହାର ମୂଲ୍ୟ ୧୦ ହଜାର ୯୯୯ ଟଙ୍କା ରହିଛି। ଆଉ ସେପ୍ଟେମ୍ବର ୩୦ ତାରିଖ ଦିନ ୧୨ରେ ଫୋନ୍‌ଟି Big Billion Day ସେଲ୍‌ ଇଭେଣ୍ଟରେ ଫ୍ଲିପ୍‌କାର୍ଟରେ ବିକ୍ରି ହେବ।

Image result for lenovo-k10-plus
ମୋବାଇଲ୍‌ ଫିଚର୍ସ

Lenovo K10 Plus ଫୋନ୍‌ରେ ୬.୨୨ ଇଞ୍ଚର ଆଇପିଏସ୍‌ ଏଲ୍‌ଇଡି ଡିସ୍‌ପ୍ଲେ ପ୍ୟାନେଲ୍  ରହିଛି। ଯାହାର ଏସ୍‌ପେକ୍ଟ ରେସିଓ ୧୯:୯ ଓ ସ୍କ୍ରିନ୍‌-ଟୁ ବଡି ରେସିଓ ୮୭ ପ୍ରତିଶତ ହେବ। ସ୍ପିଡ୍‌ ଓ ମଲ୍‌ଟି ଟାସ୍କିଂ ପାଇଁ ଏଥିରେ Qualcomn Snapdragon 632 SoC ପ୍ରୋସେସର୍‌ ଦିଆଯାଇଛି।

Related image

 

କ୍ୟାମେରା: ଫୋନ୍‌ରେ ଟ୍ରିପଲ୍ ରିୟର୍‌ କ୍ୟାମେରା ଦିଆଯାଇଛି। ଯେଉଁଥିରେ 13 ମେଗାପିକ୍ସେଲ୍‌ର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲ୍‌ର ଅଲ୍ଟ୍ରା ୱାଇଡ୍ ସେସଂର ଓ ୫ ମେଗାପିକ୍ସେଲ୍‌ରେ ଡେପ୍‌ଥ ମୌପିଂ ସେଂସର ରହିଛି। ଆଉ ସେଲ୍‌ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ମିଳିବ। ଫୋନ୍‌ରେ ୪୦୫୦mAH ବ୍ୟାଟେରୀ ରହିଛି। କମ୍ପାନୀ ଦାବି କରିଛି ଯେ ୩୯୮ ଘଣ୍ଟେ ଷ୍ଟାଣ୍ଡବାୟ ଟାଇମ୍‌ ଓ ୧୩୦ ଘଣ୍ଟାର ମ୍ୟୁଜିକ୍‌ ପ୍ଲେବ୍ୟାକ୍, ୩୯ ଘଣ୍ଟାର କଲିଂ ଓ ୧୫ ଘଣ୍ଟା ପର୍ଯ୍ୟନ୍ତ ଆପଣ ଭିଡିଓ ଦେଖିପାରିବେ।

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like