ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

ପ୍ରକୃତରେ ଅଣ୍ଡାର ଫଣ୍ଡା କେହି ଆଜିଯାଏ ଖୋଲି ପାରି ନାହାନ୍ତି । ଅଣ୍ଡାକୁ ନେଇ ଅନେକ ପ୍ରଶ୍ନ ମନରେ। ଯେମିତି-ଆଗ ଅଣ୍ଡାର ସୃଷ୍ଟି ନା କୁକୁଡାର ?

ଅଣ୍ଡା ପ୍ରସ୍ତୁତ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି । ଯେମିତି ଅଣ୍ଡାକୁ କେତେ ପ୍ରକାର ଟେଷ୍ଟରେ ଖାଇହେବ..ସିଝା..ଝୋଳ, ଓମ୍‌ଲେଟ..ଇତ୍ୟାଦି । ଅଣ୍ଡାର ବିଭିନ୍ନ ଉପକାରିତାକୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଅଣ୍ଡା ଚୁଟିକୁ ସିଲିକି କରେ, କେକ୍‌ରେ ଅଣ୍ଡା ପକାଇଲେ ଏହା ଫୁଲିଥାଏ, ଟେଷ୍ଟ ମଧ୍ୟ ଭଲ ଥାଏ, ଅଣ୍ଡା ଚୋପାକୁ ଗଛମୂଳେ ଦେଲେ ଗଛ ଭଲ ବଢେ..ଇତ୍ୟାଦି…

ଅନେକ ଲୋକ ଅଣ୍ଡାକୁ ନେଇ ଅନେକ ଟ୍ରିକ୍‌ ଖେଳିଛନ୍ତି । ହେଲେ ଏହି ଯୁବକଙ୍କୁ ଦେଖନ୍ତୁ,  ଅଣ୍ଡା ଉପରେ ଅଣ୍ଡାକୁ ଏମିତି ବାଲାନ୍ସ କରି ରଖିଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ଏହି ଟ୍ରିକ ଦେଖିଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତି ମଧ୍ୟ ସନ୍ଦେହ ଆସିଯିବ । ଏହି ବ୍ୟକ୍ତିଙ୍କ ନାମ Mohammed Abelhameed Muqbel । ଘର ମାଲେସିଆର ରାଜଧାନୀ କୁଆଲାଲାମ୍ପୁରରେ ।

 

View this post on Instagram

 

Have you ever seen anything like this before?! ⁣ ⁣ The most eggs stacked is 3 and was achieved by Mohammed Abelhameed Mohammed Muqbel (Yemen), in Kuala Lumpur, Malaysia, on 10 April 2020.⁣ ⁣ ⁣ Mohammed Abelhameed was able to identify each egg’s centre of mass and stack them exactly so that the combined centre of mass of the three eggs was situated directly above the very small base of the stack. This required high concentration, patience and practice – do you have what it takes to break the record?! Please don’t waste any eggs! 🍳🥚❤️️⁣ —————————————————-⁣ #guinnessworldrecords #eggs #egg #eggstack #records #malaysia #video #cool #food

A post shared by Guinness World Records (@guinnessworldrecords) on

ମହମ୍ମଦ ନିଜେ କରିଥିବା ଏକ ଭିଡିଓ ସୋଶାଲ ମିଡିଆରେ ସେୟାର କରିଥିଲେ । କ୍ୟାପସନ୍‌‌ରେ ଲେଖିଥିଲେ-‘ଏମିତି ଆପଣ କେବେ ଆଗରୁ ଦେଖିଥିଲେ ? ଗିନିଜ ବୁକ୍‌ ଅଫ ରେକର୍ଡସ ତାର ଅଫିସିଆଲ ଇନ୍‌ଷ୍ଟା ପେଜ୍‌ରେ ଏହି ଭିଡିଓକୁ ସେୟାର କରିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ଲକ୍ଷ ୨୬ ହଜାରରୁ ଅଧିକ ଥର ଲୋକ ଦେଖିଲେଣି ।
ଉହମ୍ମଦ ୩ଟି ଅଣ୍ଡାକୁ ବାଲାନ୍ସ କରି ଗୋଟିକ ଉପରେ ଗୋଟିଏ ରଖି ଗିନିଜ୍ ବୁକ୍ ରେକର୍ଡ କରିଥିଲେ । ଏହି ରେକର୍ଡ ସେ ୧୦ ଏପ୍ରିଲ ୨୦୨୦ରେ କରିଥିଲେ । ତେବେ ଏପରି କରିବା ପାଇଁ ଏକାଗ୍ରତା ଆଉ ଅଭ୍ୟାସର ଆବଶ୍ୟକତା ରହିଛି ଯାହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

You might also like