ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍‌ ଭୋଜି ଦେଲେ ଦମ୍ପତ୍ତି

ଭୁବନେଶ୍ୱର: ବିବାହକୁ ନେଇ ପ୍ରାୟ ଲୋକଙ୍କର କିଛି ନା କିଛି ସ୍ନପ୍ନଥାଏ। ବିବାହକୁ କେମିତି ଆଡମ୍ବର ସହ କରିବେ ସେ ନେଇ ପ୍ରାୟ ଲୋକ ଯୋଜନା କରନ୍ତି। ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କ ସହ ସେ ଏହି ଖୁସିକୁ ବାଣ୍ଟିବାର ଲକ୍ଷ ରଖିଥାନ୍ତି।  ଆଉ ବିବାହ ପରେ ଗୋଟେ ଗ୍ରାଣ୍ଡ ରିସେପସନ୍‌ ନହେଲେ ସବୁକିଛି ଅସମ୍ପୂର୍ଣ୍ଣ ଲାଗେ।

ହେଲେ ବିବାହକୁ ବିଶେଷ ଆଡମ୍ବରରେ ନକରି ପଶୁ ସେବାକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱରର ଜଣେ ଦମ୍ପତ୍ତି। ୨୫ ସେପ୍ଟେମ୍ବର ଦିନ ବିବାହ କରିଥିଲେ  ୟୁରେକା ଆପଟ ଏବଂ ଉତ୍ତର ପୂର୍ବାଞ୍ଜଳର ଜୋଆନା ୱାଙ୍ଗ। ଗୋଟେ ମନ୍ଦିରରେ ଦୁହେଁ ବିବାହ କରିବା ପରେ ରିସେପସନ୍‌ ଭୋଜି ସ୍ୱରୁପ ସେ ୫୦୦କୁକୁରକୁ ଖାଇବାକୁ ଦେଇଛନ୍ତି।

ୟୁରେକା ଜଣେ ଫିଲ୍ମ ମେକର୍ ହୋଇଥିବା ବେଳେ ଜୁଆଙ୍ଗ ପେଷାରେ ଜଣେ ଡେଣ୍ଟିଷ୍ଟ। ଜୁଆଙ୍ଗଙ୍କ କହିବା ଅନୁଯାୟୀ, ପାଠ ପଢିବା ସମୟରୁ ସେ କୁକୁରଙ୍କୁ ଏମିତି ଖାଇବାକୁ ଦେଇଆସିଛନ୍ତି। ବିଭିନ୍ନ ପ୍ରୋଗାମ ମାଧ୍ୟମରେ ମଧ୍ୟ ସେ ଜୀବଜନ୍ତୁଙ୍କୁ ଖାଇବାକୁ ଦିଅନ୍ତି। ସେବେଠୁ ପଶୁ ମାନଙ୍କ ପ୍ରତି ତାଙ୍କର ଏକ ଦୁର୍ବଳତା ରହିଯାଇଛି।

ସେପଟେ ୟୁରେକାଙ୍କ କହିବା ଅନୁଯାୟୀ,  ଜଣେ ଫିଲ୍ମ ମେକରର ଦାୟିତ୍ୱ ହେଇଛି ଲୋକଙ୍କୁ ସଚେତନ କରାଇବା। ଫିଲ୍ମ ମେକର ହିସାବରେ ଯଦି ମୁଁ କାହାକୁ ପ୍ରେରଣା ଯୋଗାଇପାରିବି ତାଠୁ ବଡ କଥା ଆଉ କିଛି ହେବନି।

କୁକରଙ୍କୁ କେବଳ ଖାଇବାକୁ ନୁହେଁ, ସେମାନଙ୍କୁ ମେଡିସିନ୍‌ ମଧ୍ୟ ଦେବା କଥା ୟୁରେକା କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like