ଆଶ୍ଚର୍ଯ୍ୟ ! ନଳକୂପରୁ ପାଣି ସହ ରକ୍ତ, ମାଂସ ଓ ହାଡ଼ ବାହାରୁଛି

ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ ।  ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ ଏକ ଅଜବ ଧରଣ କଥା ଦେଖିବାକୁ ମିଳିଛି । ଏକ ନଳକୂପରୁ ପାଣି ତ ବାହାରୁଛି , ତାସହ ରକ୍ତ, ମାଂସର ଟୁକୁଡ଼ା ଓ ଛୋଟ ଛୋଟ ହାଡ଼ ଖଣ୍ଡ ସବୁ ବାହାରୁଛି । ଯାହାକି ସେଠାର ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟକର ଲାଗୁଛି ।

କିନ୍ତୁ କେହି ଏହାର କାରଣ ଜାଣିପାରୁନାହାଁନ୍ତି , ପାଣି ସହ ଏଥିରୁ ଏଭଳି ଜିନିଷ କେମିତି ବାହାରୁଛି । ପ୍ରଶାସନ ତରଫରୁ ଏହାର ପରୀକ୍ଷା ପାଇଁ ସାମ୍ପୁଲ୍‌ ଯାଇଥିଲେ ବି ଏଯାଏ ଏହାର ସମାଧାନ କିଛି ମିଳିନି।

ପାଣି ପାଇଁ ଲୋକେ ଏହି ଜଳକୂପ ଉପରେ ନର୍ଭର କରୁଥିବାରୁ ଏମିତି ପାଣିକୁ ଆଉ କେହି ବ୍ୟବହର କରୁନାହାନ୍ତି । ଏହି ଗ୍ରାମର ଲୋକେ ବହୁ ଦୂରକୁ ଯାଇ ପାଣି ଆଣୁଛନ୍ତି ।

 

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like