• translate

Offbeat Updates

Taitenik
ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ବଡ଼ ଜାହାଜ କେମିତି ଓ କାହିଁକି ବୁଡ଼ିଥିଲା?

bhadrak
ରଙ୍ଗହୀନ ଜୀବନକୁ ରଙ୍ଗୀନ କରେ ସ୍ନେହାଙ୍କ ରଙ୍ଗତୁଳୀ

ଭଦ୍ରକ(ପାର୍ଥସାରଥି ନାୟକ): ବୟସ ଠାରୁ ୧୦ ଗୁଣ ଅଧିକ ସାଉଣ୍ଟିଛନ୍ତି ପୁରସ୍କାର ଓ ମାନ ପତ୍ର । ଘରର କାନ୍ଥ ଓ ଘର ଭିତରରେ ଦୃଶ୍ୟ ହିଁ କହୁଛି ଝିଅର ସଫଳତାର କାହାଣୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କଳା ପ୍ରତି ସଂପୂର୍ଣ୍ଣ ସମର୍ପିତ ଥିବା ଛାତ୍ରୀ ଜଣଙ୍କ ଛୋଟ ବେଳ ହୁଁ  ନିଜ କଳାର ପ୍ରଦର୍ଶନ କରି ଚାଲିଛନ୍ତି । ଅଳ୍ପ ବୟସରୁ  ସାଉଁଣ୍ଟି ଚାଲିଛନ୍ତି  ମାନପତ୍ର, ପୁରସ୍କାର, ମେଡାଲ ଓ […]

tulip
ଦିବ୍ୟାଙ୍ଗ ପାଇଲେ ଜୀବନର ନୂଆ ସ୍ୱାଦ; ପ୍ରକୃତିର ଶୋଭାରେ ଭୁଲିଗଲେ ଅବସାଦ

ଶ୍ରୀନଗର: ଜାମ୍ମୁ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ମୂଳୋତ୍ପାଟନ ପାଇଁ ଏବେ ଚାଲିଛି ‘ଅପରେସନ ଅଲ ଆଉଟ୍’ । ଆତଙ୍କୀଙ୍କ ସହ ଆର ପାର ଲଢେଇରେ ବ୍ୟସ୍ତ ସୁରକ୍ଷାକର୍ମୀ । ତଥାପି ଗୋଳାବାରୁଦ, ଲହୁ, ଲୁହ  ଭିତରେ ବି ସୁରକ୍ଷାକର୍ମୀ ସେମାନଙ୍କ ସାମାଜିକ କର୍ତ୍ତବ୍ୟବୋଧ ଭୁଲିନାହାନ୍ତି । ଇତି ମଧ୍ୟରେ ସ୍ଥାନୀୟ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସୁରକ୍ଷାକର୍ମୀମାନେ ପ୍ରସିଦ୍ଧ ତୁଲିପ ଗାର୍ଡେନରେ କରିଛନ୍ତି ପିକନିକ ଟ୍ରିପ୍ । ପ୍ରଥମ ଥର ପାଇଁ ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ  ଉପଭୋଗ […]

nasa-rover
୮ ମାସର ପରିଶ୍ରମ ପରେ ନାସା ପାଇଁ ରୋଭର୍ କଲେ ୧୦ ଯୁବକ

କଟକ: ଇଏ ହେଉଛନ୍ତି ୟଙ୍ଗ ଟିଙ୍କର୍ ଟିମ୍। ରାଜ୍ୟ ର ବିଭିନ୍ନ ସ୍ଥାନରୁ ବଛା ଯାଇଥିବା ଏହି 19 ବର୍ଷରୁ କମ୍ ଯୁବ ବୈଜ୍ଞାନିକମାନେ ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଆମେରିକାର ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ। ଏହି ୧୦ ଜଣିଆ ଟିମ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜ ପାଇଁ ଏହି ରୋବୋଟ୍ ଟିକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପୁରା ଦିନ ରାତି ଏକ କରି ଏହି […]

money
କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟା ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା।

Pak-Ko
ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ; ଚାଲି ଚାଲି ଗଲେ ପୂରଣ ହୁଏ ମନସ୍କାମନା

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଜିଠାରୁ ୯ ଦିନ ଧରି ଦେବୀଙ୍କୁ ୯ଟି ବେଶରେ ପୂଜା କରାଯାଏ। ଆରାଧନା କରାଯାଇଥାଏ। ଏହି ସମୟରେ ସାଧାରଣତଃ ଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଥର କରୋନା କଟକଣା ଯୋଗୁ ଯଦିଓ ଭକ୍ତଙ୍କ ସମାଗମ ନାହିଁ ତଥାପି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ର ପୂଜା ଅବସରରେ ଆମେ ଏମିତି ଏକ ଶକ୍ତିପୀଠ କଥା କହିବୁ ଯେଉଁଠି ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ତେବେ […]

ranjeet ramchandran
ସଂଘର୍ଷରୁ ସଫଳତା : ରାତ୍ରୀ ଜଗୁଆଳ ଆଜି ଆଇଆଇଏମ୍ ପ୍ରଫେସର୍

ଥିରୁବନ୍ତପୁରମ୍: ପ୍ଲାଷ୍ଟିକ୍ ପାଲ ଘୋଡ଼ା ଝୁପୁଡ଼ି ଘରୁ ଆଇଆଇଏମ୍ ପ୍ରଫେସର୍ । କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ନଥିଲେ ସୁଦ୍ଧା ଭବିଷ୍ୟତରେ ଶିକ୍ଷକ ସାଜି ଶିକ୍ଷାର ଆଲୋକ ବାଣ୍ଟିବାକୁ ଚାହୁଁଥିଲା ଗରିବ ପୁଅ । ଶେଷରେ ଆଜି ତାଙ୍କର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିଛି । ମେଧାକୁ ପାଥେୟ କରି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଲେ ରଞ୍ଜିତ୍ ରାମଚନ୍ଦ୍ରନ । ଦୃଢ଼ ଇଚ୍ଛାଶକ୍ତି ଓ […]

OTV-Portal
ସୂର୍ଯ୍ୟ କିରଣରେ କମୁଛି କରୋନା ମୃତ୍ୟୁହାର !

କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍‌ର ଉହାନ୍‌ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି। ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ […]

goat-human-face
ନାଁ କୁ ପଶୁ, କିନ୍ତୁ ମୁହଁ ମଣିଷ ପରି ଦେଖିବାକୁ।

ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା,  ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ […]

Eng-ko
ମଦ୍ୟପାନ ପରେ କାହିଁକି ଇଂଲିସ‌ରେ ଅନର୍ଗଳ ଗପେ ମଦୁଆ?

ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍‌ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା […]

mangal-pandey
କାହିଁକି ଗୋଟିଏ ଦିନ ଘୁଞ୍ଚିଥିଲା ସହିଦ ମଙ୍ଗଳ ପାଣ୍ଡେଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା଼ ଇତିହାସର ଏକ ସ୍ୱର୍ଣ୍ଣିମ ନାମ ସହିତ ମଙ୍ଗଳ ପାଣ୍ଡେ। ଏପ୍ରିଲ ୮ ତାରିଖ ଥିଲା ମଙ୍ଗଳ ପାଣ୍ଡେଙ୍କ ଜୀବନର ଶେଷ ଦିନ। ଏହି ଦିନ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହେଲେ ମଙ୍ଗଳ ପାଣ୍ଡେଙ୍କୁ ଏପ୍ରିଲ ୭ ତାରିଖ ଅର୍ଥାତ୍‌ ଗୋଟିଏ ଦିନ ପୂର୍ବରୁ ଫାଶି ଦଣ୍ଡ ଦିଆଯିବାର ଥିଲା। ଅତର୍କିତ ଭାବେ ଗୋଟିଏ ଦିନ ଗଡ଼ାଇ ଦିଆଯାଇଥିଲା। ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶଙ୍ଖନାଦ କରିଥିବା ମଙ୍ଗଳ ପାଣ୍ଡେ ବ୍ରିଟିଶ ଶାସନ […]

padmanava-mandir
ମନ୍ଦିର ଖୋଲିବ ତ ମହାପ୍ରଳୟ ମାଡ଼ି ଆସିବ

ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଥିବା କୁହଯାଏ। ସେଥିଲାଗି ୧୨ ମାସରେ ୧୩ ପର୍ବର ପାଳନ କରାଯାଏ। କେବଳ ଏତିକି ନୁହେଁ ବରଂ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବି ଅନେକ ତୀର୍ଥ କରିବାକୁ ଯାଆନ୍ତି

security guard
ଦରମା ଟଙ୍କା ଘରକୁ ପଠାଇ ଚେନାଏ ପିଆଜ ସାଙ୍ଗେ ମୁଠାଏ ପଖାଳ ଖାଉଛନ୍ତି ସିକ୍ୟୁରିଟି ଗାର୍ଡ଼

ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ ଗରିବର ଖୋଲା ଆଖି ଖିଲିଖିଲି ସ୍ୱପ୍ନ ଦେଖି ହସୁଥାଏ । ଧନୀ ଲୋକେ ବାଛି ବାଛି ଖାଦ୍ୟ ଖାଉଥିବା ବେଳେ ଅଇଁଠା ପତ୍ର ଚାଟି ଭଙ୍ଗା ନଳକୂପର […]

marriage-
ବାହାଘର ପାଇଁ ପାତ୍ର ଖୋଜୁଛନ୍ତି କି ? ଏମିତି ବାଛନ୍ତୁ ଜୀବନସାଥୀ

ବିବାହ କଥା ଉଠିଲେ ସେ ପୁଅ ହେଉ ବା ଝିଅ ସମସ୍ତେ ଏକ ଭଲ ପାତ୍ର ଖୋଜନ୍ତି। ଯିଏ ମନ ବୁଝୁଥିବ, ସୁଖ-ଦୁଖରେ ସାଥୀ ହେଉଥିବ, ଭାବନା ସହିତ ଜଡ଼ିତ ରହୁଥିବ ଇତ୍ୟାଦି । କିନ୍ତୁ ଅଧିକାଂଶ ନିଜର ଜୀବନସାଥୀ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଯଦି ଆପଣମାନେ ବି ଏହିଭଳି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ କେଉଁଭଳି ଜୀବନସାଥୀ ଦରକାର,  ଆପଣଙ୍କ ରାଶି ଅନୁସାରେ କିପରି ଜୀବନସାଥୀ ବାଛିବେ ଏସବୁ ବିଷୟରେ […]

cyclonE
ଚଳିତ ଥର ତାଣ୍ଡବ ରଚିବ ବାତ୍ୟା, ମାତ୍ର ଏତିକି ଦିନ ମଧ୍ୟରେ ମାଡ଼ି ଆସିବ ୧୦ ରୁ ଅଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼

୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

Corona
କେମିତି ମଣିଷ ଶରୀରରେ ପ୍ରବେଶ କଲା କରୋନା ଭୂତାଣୁ ?

ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍‌ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର […]

utkal divas
ଗୁମୁରି କାନ୍ଦୁଛି ଗଜପତି : ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ

ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡିଆ ଭାଷାର ପ୍ରଭାବ ଏତେ ଯେ, ଓଡିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି […]

utkal divas
ସ୍ମୃତି ସାଉଁଟୁଛି ଆଜିର ଓଡ଼ିଶା… ଖଣ୍ଡ ବିଖଣ୍ଡିତ ଉତ୍କଳରୁ ସ୍ୱତନ୍ତ୍ର ପ୍ରଦେଶ

ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଆମ ଉତ୍କଳ। ୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ […]

kiss 1
ପାପ ନୁହେଁ ଚୁମ୍ବନ...କାହିଁକି ଜାଣନ୍ତି ?

ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ। ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍‌ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ। ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ,  କିସିଂ ବା […]

new rules from april 1
ଆଜିଠୁ ବଦଳିବ ଏହିସବୁ ନିୟମ

ନୂଆଦିଲ୍ଲୀ: ଯଦି କୌଣସି ଅନ୍‌ଲାଇନ୍‌ ପ୍ଲାଟଫର୍ମ କିମ୍ବା ଅଟୋ ଡେବିଟ୍‌ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆଜିଠୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବ। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ। ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ। ଏଥିସହ ଆଜିଠୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବ। ଓଟିଟି ପ୍ଲାଟ୍‌‌ଫର୍ମର ସବ୍‌ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ […]

villege-enger-pkg
ନିଆରା ନିଶା.. ନୂଆ ଉଦ୍ଭାବନ... ଆକାଶରେ ଡ୍ରୋନ ଉଡ଼ାଇଲେ ବି-ଟେକ୍ ଛାତ୍ର

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ):  ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ । ରିମୋର୍ଟ  କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ କରିଛନ୍ତି ଚକିତ । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି।  ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା ତାଙ୍କର ସ୍ୱପ୍ନ।  ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ।  ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ। ଏମିତି ସଂଘର୍ଷ ଏବଂ ସଫଳତା ଭରା […]

Debasis odisha Topper
JEE ମୁଖ୍ୟ ଫଳାଫଳ: ଜାଣନ୍ତୁ, କିପରି ଓଡିଶା ଟପ୍ପର ଦେବାଶିଷ ପଣ୍ଡା କଷ୍ଟକୁ ସୁଯୋଗରେ ପରିଣତ କଲେ

କଟକ: ଜାତୀୟ ପରୀକ୍ଷା ଏଜେନ୍ସି ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2021 ମାର୍ଚ୍ଚ ଅଧିବେଶନ ପାଇଁ ଫଳାଫଳ  ଘୋଷଣା ହୋଇ ସାରିଛି | ଏଇ ପ୍ରବେଶିକା ପରୀକ୍ଷାରେ ମୋଟ 13 ଜଣ ପ୍ରାର୍ଥୀ ଶହେ (100) ସ୍କୋର କରିଛନ୍ତି। ଏଇ ପରୀକ୍ଷାରେ କଟକ ସହର  ଶ୍ରୀବିହାର କଲୋନୀରେ ରହୁଥିବା ଦେବାଶିଷ ପଣ୍ଡା 99.959166 ପ୍ରତିଶତ ସ୍କୋର ସହ ଶୀର୍ଷରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଭୁବନେଶ୍ୱରର ଓଡିଏମ୍ ପବ୍ଲିକ୍ ସ୍କୁଲର […]

cylinder
୭୦୦ ଟଙ୍କା କମ୍‌ରେ ପାଇବେ ଏଲପିଜି ସିଲିଣ୍ଡର ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍‌ସିଡି ଯୁକ୍ତ ସିଲିଣ୍ଡରର ଦାମ୍‌ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ  ସବ୍‌ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି ଖବର। ଆପଣ ଚାହିଁଣେ ଏଲପିଜି ସିଲିଣ୍ଡର ଦରରେ ୭୦୦ ଟଙ୍କାର ଛୁଟ୍‌ ପାଇ ପାରିବେ । ଅର୍ଥାତ୍‌ ଯଦି ସିଲିଣ୍ଡର ଦାମ୍‌ ୮୧୯ ଟଙ୍କା ହୋଇଥାଏ ତେବେ […]