• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Zero Night Celebrations
ଟ୍ୱିନସିଟିରେ ଜିରୋନାଇଟ ପ୍ରସ୍ତୁତି

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

Zero Night Celebrations
ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।

Cheetah
ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।

Zero Night Celebrations
ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ୍‌; ରାତି ସାଢ଼େ ୧୨ ଯାଏ ବାର୍‌ ଓ ହୋଟେଲ୍‌ ଖୋଲା

ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।

Srimandir
ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ

ଖୁବଶୀଘ୍ର ଶ୍ରୀମନ୍ଦିର ଏସି ଟନେଲ ଖୋଲାଯିବା ସହ ଏଥର ସୁରକ୍ଷା ବ୍ୟବସ୍ଥା ଦେଢ ଗୁଣା ବଢ଼ାଯିବ ।

Farmer Isuue
ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା

ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

  • Monday, 25 December 2023
Kantilo
ମହାନଦୀର ଅଥଳ ନଦୀରେ ଲୁଚିଛି କଣ ରହସ୍ୟ ? ପାଣି ତଳେ ପ୍ରାଚୀନ ନାଗସାପ ମୂର୍ତ୍ତି

ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା ।

  • Monday, 25 December 2023
Utkal University
ବାଣୀବିହାର କମ୍ପୁଟର ସାଇନ୍ସ ସ୍ନାତକ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

Kamiya Jani
ମୁହଁ ଖୋଲିଲେ କାମିୟା: କହିଲେ..ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି

ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବ୍ଲଗର କାମିୟା ଜାନି ।

Wallaby, Livingstone Turaco
ନନ୍ଦନକାନନରେ ୪ ନୂଆ ଅତିଥି; ଦୁଇଟି ୱାଲାବି ସାଙ୍ଗକୁ ୨ଟି ଲିଭିଂଷ୍ଟୋନ

ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆ ଜନ୍ତୁଙ୍କୁ ଦେଖିପାରିବେ ।

Vibrio Cholerae
ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ !

‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା ।

Vibrio Cholerae
ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ ! ମୃତ୍ୟୁ ସଂଖ୍ୟା ଲୁଚାଉଛି ସରକାର, ଗ୍ରାଉଣ୍ତ ସ୍ଥିତି ପରଖିଲା ଓଟିଭି..

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।

Shortest Day of the year
ଆଜି ବର୍ଷର ସବୁଠାରୁ ଛୋଟ ଦିନ; ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ ଦିନ

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧାରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଏହା ଡିସେମ୍ବର ୨୨ରେ ପଡୁଛି ।

Odisha Police
ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ କିଣିବ ହାଇଟେକ୍‌ ୱିପେନ୍‌

ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।

Chilika: 60 people stranded after boat stuck in mid-sea
ଚିଲିକା ମଝିରେ ଫସିଲା ଡଙ୍ଗା, ଫସି ରହିଲେ ୬୦ ଜଣ ଯାତ୍ରୀ

ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା । ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ।..

  • Wednesday, 20 December 2023
  • Chilika
Cholera
ରାଉରକେଲାରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, କେମିତି ବ୍ୟାପେ ଏ ରୋଗ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ...ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ଖାଦ୍ୟ ନଳୀକୁ ସଂକ୍ରମଣ କରିଥାଏ...ବହୁତ ଶୀଘ୍ର ଏହା ଶରୀରରେ କ୍ଷତି ପହଞ୍ଚାଏ...

Special Day
୨୦୨୩ ମସିହାର ଶେଷ ତାରିଖ ୧୨-୩୧-୨୩ କାହିଁକି ଖାସ୍‌, କ’ଣ ଏହାର ଅର୍ଥ ? ଜାଣନ୍ତୁ...

ଏହି ବର୍ଷର ଶେଷ ତାରିଖ ଅନେକଙ୍କ ପାଇଁ ଆଣିଦେବ ସୁଖ ଆଉ ସମୃଦ୍ଧି । ଅନେକଙ୍କ ପାଇଁ ଏହି ଦିନଟି ଖୁବ୍‌ ଶୁଭ ଦାୟକ । 

Sad Story
ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ..! ଗୋଟିଏ ପଖାଳ କଂସାରେ ଦୁହିଁଙ୍କ ଆଖି

ଅଣ୍ଟା ନଇଁ ଗଲାଣି । ହେଲେ ଦଇବ ଦେଇଥିବା ଦାୟିତ୍ୱର ବୋଝକୁ ସେ ବୋହି ଚାଲିଛନ୍ତି ।  ଟିକେ ବି ଉଁ କି ଚୁଁ ହେଉନାହାନ୍ତି ।

Similipal, LULUNG
ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା.. ମୋବାଇଲ ନେଟଓ୍ୱାର୍କଠୁ ଦୂରରେ ଦିନ କାଟିବା

ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।

Vending Zone Fire Mishap
କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।

Gold To Lord Jagannath
ମହାପ୍ରଭୁଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଭକ୍ତ

ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି।

Odia Language
୨୦୨୪ ଫେବ୍ରୁଆରୀରେ ୩ ଦିନ ଧରି ହେବ ଭାଷା ସମ୍ମିଳନୀ

ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ସମ୍ମିଳନୀ ଆୟୋଜନ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମିଳନୀ ହେବ ।

Rourkela
ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ପଛରେ କଲେରା ଜୀବାଣୁ !

ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା...ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ମିଳିଲା ବଡ଼ ସୂଚନା...

Tiger Fight
ଜଙ୍ଗଲ ଭିତରେ ଟାଇଗର ଫାଇଟ୍, ଦେଖନ୍ତୁ ଭିଡିଓ...

ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ହେଲା ଦୁଇ ମହାବଳ ଲଢ଼େଇ ? ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଧାରଣତଃ ଅଢ଼େଇରୁ ୩ ବର୍ଷ ବୟସରେ ପହଞ୍ଚିବା ପରେ ପୁରୁଷ ମହାବଳ ନିଜସ୍ୱ ଇଲାକା ଖୋଜନ୍ତି । ଆଉ ଏଥିପାଇଁ ଲଢ଼େଇ ମଧ୍ୟ କରନ୍ତି ।