• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

traditional food
ଧନୁରୁ ସଂକ୍ରାନ୍ତି ମକର ସବୁଠି ରାଜ କରୁଛି ଆସିକା ମୁଆଁ

ସାରା ରାଜ୍ୟରେ ଆପଣ ଦେଖିବାକୁ ପାଇବେ ଗଞ୍ଜାମ ଆସିକାର ଏହି ପାରମ୍ପରିକ ମୁଆଁ। ଏହା ଧନୁରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନରେ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ।

Borewell Mishap
ମୃତ୍ୟୁକୁ ମାତ୍‌ ଦେଇଛି ବୋଲି ନାଁ ତାର ବିଜୟିନୀ; ବୋରୱେଲ୍‌ରେ ପଡ଼ିଥିଲା, ଆଜି ଭିମସାର୍‌ର ଗେହ୍ଲି ଝିଅ

ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି ।

Wife Death
ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣ ପରର ସାଂଘାତିକ ଟ୍ରାଜେଡି

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ବିସ୍ଫୋରଣକୁ ଯିଏ ଦେଖିଛି, ସିଏ ଜାଣିଛି ତାର ଭୟାବହତାକୁ । ହେଲେ ଏହି ଟ୍ରାଜେଡି ଭିତରେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି, ଯିଏ ଶୁଣୁଛି ତା ଛାତି କୋରି ହୋଇଯାଉଛି । କାରଣ ବିସ୍ଫୋରଣରେ ସ୍ୱାମୀଙ୍କ ଜୀବନ ଯିବାର ୨୪ ଘଣ୍ଟା ଭିତରେ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଇଛନ୍ତି ପତ୍ନୀ ।

Borewell Mishap
ଜୀବନ ଯୁଦ୍ଧରେ ଜିତିଲା, ବିଜୟନୀ ନାଁ ପାଇଲା

କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି ।

Wife Death
ଭଲ ପାଇବାର ମାନେ କ’ଣ ଏୟା; ଦୁର୍ଘଟଣାରେ ସ୍ୱାମୀ ଗଲେ, ଝୁରି ଝୁରି ସ୍ତ୍ରୀ ବି ଚାଲିଗଲେ..

କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି ଭାଙ୍ଗିଯାଇଛି ସେହି ନିଡ଼ ।

Manorama Mohanty
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେବେ ମନୋରମା ମହାନ୍ତି

ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି।

  • Sunday, 31 December 2023
  • Gujrat
Bhubaneswar Amrit Bharat
ଜଳେଶ୍ୱର-ବାଲେଶ୍ୱର-ସୋର-ଭଦ୍ରକ-କଟକ-ଭୁବନେଶ୍ୱରରେ ରହିବ ଅମୃତ ଭାରତ

ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ।

  • Sunday, 31 December 2023
  • Train
World Wide Population
ପୃଥିବୀର ଲୋକସଂଖ୍ୟା ୮୦୦ ଶହ କୋଟି ପାର୍ କରିବ

ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି।

  • Sunday, 31 December 2023
SriMandir , Lord Jagannath
ନୂଆବର୍ଷରେ ପୁରୀରେ ଯାନବାହନ କଟକଣା

ଦିଗବାରେଣୀରୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା ନୋ- ଭେହିକିଲ୍ ଜୋନ୍ । ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ।

Bhubaneswar New Year Checking
ମଦ ପିଇ ଗାଡ଼ି ଚଲାଉଥିଲେ ସାବଧାନ ! ନୂଆ ବର୍ଷ ପୂର୍ବରୁ ଭୁବନେଶ୍ୱରରେ କଡ଼ାକଡ଼ି ଚେକିଂ

ଯାନବାହନ ଯାଞ୍ଚ ସହିତ ବ୍ରେଥ୍ ଆନାଲାଇଜର୍ । କିଏ ମଦ ପିଇଥିଲା କି ଜାଣିବାକୁ ବ୍ରେଥ୍ ଆନାଲାଇଜର୍ ।

  • Sunday, 31 December 2023
Narendra Modi
ମୋଦିଙ୍କ ବଡ଼ ଆହ୍ୱାନ.. ଜାନୁଆରୀ ୨୨ରେ ୧୪୦ କୋଟି ଲୋକ ଘରେ ପାଳନ୍ତୁ ଦୀପାବଳି...

 ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

No Work No Pay
ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ: BMC

ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର ।

BMC
ରାଜଧାନୀରେ କୁକୁରଙ୍କ ପାଇଁ ମଶାଣି କରିବ BMC

ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।

Jagannath Temple
ଜାନୁଆରୀ ପହିଲାରୁ ନୂଆ ଢାଞ୍ଚାରେ ଶ୍ରୀମନ୍ଦିରରେ ହେବ କାଳିଆ ଦର୍ଶନ

ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ।

Jagannath Temple
ନୂଆ ବର୍ଷରୁ ନୂଆ ଢ଼ାଞ୍ଚାରେ ଦର୍ଶନ; କେତେ ଦୂର କାମ କରିବ ଟନେଲ୍‌, ଭକ୍ତ ଖୋଲିବେ ଗୁମର

ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ ।

Life after Death
ମରି ଯାଇଥିଲେ ବଞ୍ଚି ଉଠିଲେ, ମୃତ୍ୟୁ ସମୟର ଅନୁଭୂତି ବଖାଣିଲେ ମହିଳା

ଏପରି ଅଦ୍ଭୁତ ଘଟଣା ଘଟିଛି, ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ଫେରିଛି ଜୀବନ । ମେଡ଼ିକାଲ ଭାଷାରେ ତାକୁ କ୍ଲିନିକାଲ ଡେଡ୍ କୁହାଯାଏ ।

Ram Mandir
ଦେହରେ ବୁରଖା, କାନ୍ଧରେ ମନ୍ଦିର ବାନା; ଶ୍ରୀରାମଙ୍କ ପ୍ରେମରେ ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା

ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍‌ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।

Nandankanan
ନନ୍ଦନକାନନରେ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍‌ ପାଇଁ ସ୍ୱତନ୍ତ୍ର ଖୁଆଡ

ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।

Similipal
ଶିମିଳିପାଳରେ ବାଘ ସୁରକ୍ଷା ପାଇଁ ଆସିଲା ୧୪ ନୂଆ ଅଲୱେଦର୍ କଷ୍ଟମାଇଜ୍ ବୋଲେରୋ

ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।

Koraput
ତାନସିଂ ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ ଓ ୪ ନିଖୋଜ

ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।

Dhana Mandi
ବାହାରେ ୪୨, ସରକାରୀ କଣ୍ଟାରେ ୪୦କେଜି

ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।

Shelter
ଆଶ୍ରୟସ୍ଥଳୀ ଅଛି ତାଲା ଝୁଲୁଛି

ଆଶ୍ରୟସ୍ଥଳୀ ଅଛି ହେଲେ ଝୁଲୁଛି ତାଲା ।

Viral video
ବିବାହ ବେଦିରେ ଢୁଳେଇଲେ କନ୍ୟା...ଆଉ ତା’ପରେ...

ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

MKCG  Fake Doctor
MKCGରୁ ଧରାପଡିଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଡାକ୍ତର

ଗିରଫ ଡାକ୍ତର MKCGର ନିଶ୍ଚେତକ ବିଭାଗର ଦୁର୍ଗାଦତ୍ତ ଶାସନି ।