• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

corona
ଖରା ହେଲେ କରୋନା ଭାଇରସ୍‌ ମରିଯିବ; ଏ କଥା କ'ଣ ସତ?

ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍‌ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି। ଏମିତିକି ଆଇସ୍‌କ୍ରିମ୍‌ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି। ୟୁନିସେଫ୍(ୟୁନାଇଟେଡ୍ ନେସନ୍ ଇଣ୍ଟର୍‌ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହିସବୁ ଗୁଜବ […]

  • Monday, 26 July 2021
pakhal dibasa
କରୋନା ପାଇଁ ଫିକା ପଡ଼ିଲା ପଖାଳ ଦିବସ

ଭୁବନେଶ୍ୱର: ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ। କିନ୍ତୁ କରୋନା ମହାମାରୀକୁ ନେଇ ପଖାଳ ଦିବସଟି ଫିକା ପଡ଼ିଯାଇଛି। କେବଳ ଓଡ଼ିଶାରେ ରହୁଥିବା ଲୋକ […]

  • Monday, 26 July 2021
corona
କରୋନାର ଲକ୍ଷଣ ଏମିତି: ସଚେତନ ହେଲେ ପାଖ ମାଡ଼ିବନି ଭାଇରସ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ସଚେତନତାର ଅଭାବ ଯୋଗୁ ଲୋକେ ଅଯଥା ଚିନ୍ତିତ ହେଉଛନ୍ତି। ଯଦି ସଜାଗ ରହିବା ଓ କରୋନା ସଂକ୍ରମଣକୁ ରୋକିବା ଦିଗରେ ପ୍ରସ୍ତୁତି ଚଳାଇବା ତେବେ ଏହି ରୋଗ ନିଶ୍ଚିତ ଭାବେ ପରାଜିତ ହେବ। କରୋନା ପାଇଁ ସ୍ଥିତି ଏମିତି ହୋଇଛି ଯେ ଯଦି କେହି ସର୍ବସାଧାରଣ ସ୍ଥାନରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ଲୋକେ […]

  • Monday, 26 July 2021
karona
କରୋନା ଭୟ; ଗୁଜବକୁ ବିଶ୍ୱାସ କରନ୍ତୁନି, ଏମିତି ସଚେତନ ରୁହନ୍ତୁ

ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସି ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ। ଦିନକୁ ଦିନ କରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମାନ୍ୟ ଥଣ୍ଡା ବା କାଶ ହେଲେ ବି ଲୋକେ ଡରି ଯାଉଛନ୍ତି। ତେବେ କ’ଣ ଏଇ କରୋନା ଭୂତାଣୁ ଏବଂ କିପରି ଏହା କବଳରୁ ବର୍ତ୍ତିବେ, ଆସନ୍ତୁ ଜାଣିବା। କରୋନା ହେଉଛି ଭୂତାଣୁମାନଙ୍କର ଏକ ସମୂହ। ଏହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା-ଜ୍ୱର।  ଏହି ରୋଗ […]

  • Monday, 26 July 2021
777777
ନାରୀ ସଶକ୍ତ, ସ୍ୱାବଲମ୍ୱୀ, ଓ ସ୍ୱାଭିମାନୀ; ଏଇମାନେ ହିଁ ତା'ର ସଠିକ୍‌ ଉଦାହରଣ

ନୂଆଦିଲ୍ଲୀ: ମହିଳା ନିଜେ ସ୍ୱାବଲମ୍ୱୀ,ସଶକ୍ତ ଓ ସ୍ୱାଭିମାନୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଏବେ ସେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ରେଳ ବିଭାଗରେ ହେଉ ଅବା ଉଦ୍ୟୋଗ କ୍ଷେତ୍ରରେ, ସବୁଠି ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା। କେରଳ ତ୍ରିବେନ୍ଦ୍ରମ୍ ଷ୍ଟେସନରେ କାମ କରୁଥିବା କିଛି ମହିଳା ମେକାନିକ୍ ଏବେ ସୃଷ୍ଟି କରିଛନ୍ତି ଉଦହାରଣ।  ୧୭ ଜଣିଆ ଟିମ୍ ତ୍ରିବେନ୍ଦମ୍ ଷ୍ଟେସନ୍ ରେ କାମ କରୁଛନ୍ତି । ଟ୍ରେନ୍ ରହଣୀଠୁ ଛାଡ଼ିବା ଯାଏ ସବୁ ଏମାନଙ୍କ […]

  • Monday, 26 July 2021
sch777e
ନାଚଗୀତ ମାଧ୍ୟମରେ ଚାଲିଛି ପିଲାମାନଙ୍କର ପାଠପଢା

କୋରାପୁଟ: ବିଭିନ୍ନ ସ୍କୁଲରେ ପାଠପଢାକୁ ନେଇ ଶିକ୍ଷକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି। ନାଚ ଗୀତ କରି ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠପଢା ପ୍ରତି ଆଗ୍ରହ ବଢିଥାଏ। ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ସଦାସର୍ବଦା ତତ୍ପରତା ଦେଖାଇଥାନ୍ତି। ସେମିତି ଏକ ନିଆରା ଢ଼ଙ୍ଗରେ ପାଠ ପଢାଉଛନ୍ତି ସ୍କୁଲର କର୍ତ୍ତୃପକ୍ଷ। ନାଚଗୀତ ସହ ଖେଳକୁଦ କରି ପିଲାମାନଙ୍କୁ ସେଠାରେ ପାଠପଢା ଯାଉଛି। ଖାଲି ଏତିକି ନୁହେଁ, ପିଲାମାନଙ୍କୁ ଯୋଗ ଶିକ୍ଷା ଦିଆଯିବା […]

  • Saturday, 24 July 2021
money problem
ଅର୍ଥ ସାଜିଛି ବାଧକ: ପୁଅ ମୁହଁରେ ଚେନାଏ ହସ ଦେଖିବା ପାଇଁ ଜଣେ ମା’...

ଗଜପତି: ପୁଅକୁ ଭଲ ପାଠ ପଢ଼ାଇ ଭଲ ମଣିଷଟେ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ବାପାମା। ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ବିଦ୍ୟୁତ ଆଘାତରେ ଆସି ପୁଅ ଅଭିଜିତ ନିଜର ଦୁଇଟି ଯାକ ହାତ ହରାଇଥିବାବେଳେ କଟା ଯାଇଥିବା ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ଲାଗି ଆର୍ଥିକ ସମ୍ୱଳ ନଥିବାରୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଅଭିଜିତର ବାପାମା। ଏଭଳି ଦୁଃଖଦ ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା […]

  • Saturday, 24 July 2021
ଓ
ଲାଜ ଆଉ ଭୟ ଛାଡ଼ିଲେ ହିଁ ଲାଭ ଆଉ ଜୟ ସମ୍ଭବ; ଏକଥା ଦୁନିଆକୁ ଶିଖାଇଦେଲେ ସୁନୀଲ କୁମାର

ଅନୁଗୁଳ: ସେ କେବେ ଦେଖିନାହାଁନ୍ତି ସୁନୀଳ ଆକାଶକୁ। ଧରାପୃଷ୍ଠର ରଙ୍ଗ କହିଲେ ତାଙ୍କ ପାଇଁ କେବଳ କିଟିକିଟି ଅନ୍ଧାର। କାରଣ ସେ ଦୃଷ୍ଟିବାଧିତ। ତାହାରି ଭିତରେ ବି ଅଜସ୍ର ସ୍ୱପ୍ନକୁ ସାଉଁଟି ସେ ବାଟଚାଲୁଛନ୍ତି। ଯାହାଙ୍କ ନାଁ ସୁନୀଲ କୁମାର ସାହୁ। ରେଭେନ୍ସା ଓଡ଼ିଆ ବିଭାଗର ପିଜି ଛାତ୍ର। ପାଠ ପଢ଼ି ବଡ଼ ମଣିଷଟିଏ ହେବାକୁ ତାଙ୍କର ଅନେକ ଇଛା। କିନ୍ତୁ ସବୁବେଳେ ବାଟ ଓଗାଳୁଛି ଗରିବୀର ଦାଉ। ତଥାପି ପାଠପଢ଼ା ଖର୍ଚ୍ଚ ବହନ ପାଇଁ ଠେଲାରେ […]

  • Saturday, 24 July 2021
jsdf
ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ

ବରଗଡ଼: ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ। ଛୋଟବେଳୁ ବାପାମାଙ୍କୁ ହରାଇଥିବା ଜଣେ ଯୁବତୀ ବାହାଘରେ ପରେ ପାଇଛନ୍ତି ଏକ ନୂଆ ଘର ଓ ନୂଆ ପରିବାର। ବରଗଡ଼ ଜିଲ୍ଲା ରାଣୀସତୀ ମନ୍ଦିରରେ ସିଡବ୍ଲୁସି ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏଭଳି ଏକ ବାହାଘର ଅନୁଷ୍ଠିତ ହୋଇଛି। ତେବେ ବିନା ଯୌତୁକରେ ବ୍ୟବସାୟୀ ଜଣଙ୍କ ଯୁବତୀଙ୍କୁ ବାହା ହୋଇଥିବାରୁ ତାଙ୍କୁ ସବୁ ବର୍ଗରେ ପ୍ରଶଂସା କରାଯାଇଛି। ବଡ଼ ଧୁମ୍‌ଧାମ୍‌ରେ ବାହାଘର ହୋଇଥିଲା। ଏପେଟ ଡିଜେ ଧୁନ୍‌ରେ […]

  • Saturday, 24 July 2021
kol
ପ୍ରତୀକ୍ଷା ଓ ଜଗା ଏକ ସଫଳ ପ୍ରେମକାହାଣୀର ଉଦାହରଣ

ଯାଜପୁର: ପ୍ରେମ ଅନ୍ଧ, ପବିତ୍ର ଓ ଶାଶ୍ୱତ। ଜନ୍ମରୁ ଦୁଇଟି ହାତ ନାହିଁ ତଥାପି ଜଗନ୍ନାଥଙ୍କ ଲାଗି ସାହା ପାଲଟିଛନ୍ତି ପତ୍ନୀ ପ୍ରତୀକ୍ଷା ସେଠୀ। ୪ ବର୍ଷ ପୂର୍ବେ ଛେଳି ଚରାଉଥିବା ବେଳେ ଜଗନ୍ନାଥଙ୍କ ପ୍ରେମରେ ପଡ଼ିଥିଲେ ପ୍ରତୀକ୍ଷା। ଦିବ୍ୟାଙ୍ଗ ହେଲେ ବି ଜଗନ୍ନାଥଙ୍କୁ ନେଇ ସଂସାର ଗଢିବେ ବୋଲି ମନକଲେ। ଆଉ ଏବେ ସମାଜରେ ଏହି ପ୍ରେମିକ ଦମ୍ପତ୍ତି ଅନ୍ୟ ମାନଙ୍କ ଲାଗି ସାଜିଛନ୍ତି ଉଦାହରଣ। ସାହି ପଡ଼ିଶା ଜଗାର ଭଲ ପାଇବା କଥା ଶୁଣି […]

  • Saturday, 24 July 2021
chingud
କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା 'ସର୍ବଗିଳା ମଣିଷ' ରଞ୍ଜନ କୁମାର

କଟକ: କଞ୍ଚା ମାଛ ଓ କଞ୍ଚା ପନିପରିବା କିଛି ମାନୁ ନାହାନ୍ତି। ସବୁ ଖାଇଯାଉଛନ୍ତି ସର୍ବଗିଳା ରଞ୍ଜନ। ଏମିତିକି ପଚ୍ଚା ମାଛ ବି କଞ୍ଚ ଖାଇଛନ୍ତି ରଞ୍ଜନ। ଖାଲି ମାଛ ପନିପରିବା ନୁହେଁ ନିଆଁ ବି ଖାଇଯାଉଛନ୍ତି ସେ। କଟକ ସହରରେ ସର୍ବଗିଳାର ମାନ୍ୟତା ପାଇଛନ୍ତି ରଞ୍ଜନ କୁମାର ସାହୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଓରଗଳା ଗାଁରେ। ପେଟ ପାଟଣା ପାଇଁ ପରିବାର ସହ ରୁହନ୍ତି ରାଜାବଗିଚା ଅଞ୍ଚଳରେ। ପରିବାର ସଦସ୍ୟ ଆଉ ସାଙ୍ଗସାଥୀଙ୍କ କହିବା କଥା […]

  • Saturday, 24 July 2021
min
କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ଭଦ୍ରକ: ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେମାନେ ସର୍ବଦା ତତ୍ପର ଥାନ୍ତି। ଦିନ ହେଉ କି ରାତି, ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେମାନେ ଆସି ପାଖରେ ହାଜର ହୋଇଯାନ୍ତି। ଆମେ କହୁଛୁ, ଭଦ୍ରକ ପୁଲିସର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ କଥା। ଯିଏ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ସେହିପରି ଆଉ ଜଣେ ନିଃସ୍ୱାର୍ଥପର ସେବକ ହେଲେ ବାଲେଶ୍ୱର ଜଳେଶ୍ୱର କୃଷନଗର ଗାଁର ଆଶା ଦିଦି […]

  • Saturday, 24 July 2021
love
ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

ରାଜକୋଟ: ଭାଲେନ୍‌ଟାଇନ୍ସ ଡେ’ରେ ସିଂହୀକୁ ପ୍ରପୋଜ୍‌ କରିବା ପାଇଁ ସିଂହ ଚାଲିଲା ୬୦ କିମି ବାଟ। ନିଜ ପ୍ରେମିକା ସହିତ ବିଶେଷ ମୁହୂର୍ତ୍ତ ବିତାଇବା ପାଇଁ ସିଂହ ତାର ୩ ଜଣ ପୁରୁଷ ବନ୍ଧୁଙ୍କ ସହିତ ରାଜୁଲାରୁ ପ୍ରାୟ ୬୦ କିମି ଦୂର ସାବରକୁଣ୍ଡକୁ ଯାଉଛି ସିଂହ। ସାବରକୁଣ୍ଡରେ ରହୁଛି ତା ସିଂହୀ ପ୍ରେମିକା। କଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ଅନେକ ଦିନ  ହେଇଗଲାଣି ତା ସିଂହୀ ରାଣୀ ସହିତ ଦେଖା ହେଇନି ଜଙ୍ଗଲ […]

  • Saturday, 24 July 2021
mobille
ମୋବାଇଲ୍‌ ଚୋରି ହୋଇଗଲେ ଏଠି ଅଭିଯୋଗ କରନ୍ତୁ, ଅନ୍ୟ କେହି ବ୍ୟବହାର କରିପାରିବେନି ମୋବାଇଲ୍

ଆପଣଙ୍କ ମୋବାଇଲ୍‌ ଚୋରି ହୋଇଗଲେ, ଆପଣ କ’ଣ କରନ୍ତି? ମୋବାଇଲ୍‌ ହଜିଥିବା ସ୍ଥାନକୁ ଯାଇ ଖୋଜାଖୋଜି କରନ୍ତି, ନହେଲେ କାହାକୁ ପଚରଉଚରା କରନ୍ତି। ଅଧିକରୁ ଅଧିକ ମୋବାଇଲ୍‌ ଚୋରି କିମ୍ବା ହଜିଯାଇଥିବା ନେଇ ଥାନାରେ ଗୋଟେ ମାମଲା କରି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରନ୍ତି। ଏଇଆ ନା ? କିନ୍ତୁ ଆପଣ ଜାଣିଛନ୍ତି କି, ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍‌କୁ ଖୋଜି ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଏକ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ଗତବର୍ଷ […]

  • Saturday, 24 July 2021
v
ଭାଲେନ୍‌ଟାଇନ୍ସ ୱିକ୍‌ ଆଜିଠୁ ଆରମ୍ଭ

ଆଜି ରୋଜ୍‌ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହ ବହୁତ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ।  ସପ୍ତାହଟା ଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଆସନ୍ତୁ ଜାଣିବା ଏହି […]

  • Saturday, 24 July 2021
golap
ଲାଗିଲା ରଙ୍ଗ ଗୋଲାପୀ ଗୋଲାପୀ

‘ଦେଖା ଜୋ ଏକ୍‌ କିତାବ ମେଁ ରଖା ହୁଆ ଥା ଗୁଲାବ  ଦିଲ୍‌ ମେ ତେରେ ୟାଦ୍‌ କୀ ଖୁସ୍‌ବୁ ବିଖର ଗଇ’ ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ଆରମ୍ଭ ହୋଇଛି। ଏହି ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍‌ ବାର୍ଡ୍‌ସମାନେ ଲାଲ୍‌ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍‌ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି […]

  • Saturday, 24 July 2021
hording
ପାର୍ଟନର୍‌ ଖୋଜିବାର ନୂଆ ଉପାୟ: ଜାଣିଲେ ମ୍ୟାଟ୍ରିମୋନିକୁ ବି ଭୁଲିଯିବେ

ମାଞ୍ଚେଷ୍ଟର: ଜୀବନସାଥୀ ଖୋଜିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ମ୍ୟାଟ୍ରିମୋନିର ବିଜ୍ଞାପନ ଦିଆଯାଉଛି। କିନ୍ତୁ ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ଜଣେ ଯୁବକ ସିଙ୍ଗଲ୍‌ ହେବାର କଷ୍ଟ ସହି ନପାରି ଜୀବନସାଥୀ ଖୋଜିବାର ନୂଆ କୌଶଳ ଆପଣାଇଛନ୍ତି। ଆଉ ଏହି କୌଶଳ ଆପଣାଇବା ମାତ୍ରେ ତାଙ୍କ ପାଖକୁ ୧୦୦୪ ଜଣଙ୍କ କଲ୍‌ ଆସିସାରିଲାଣି। ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ମାର୍କ ନାମକ ଜଣେ ୩୦ ବର୍ଷୀୟ ଜଣେ ଯୁବକ ଜୀବନସାଥୀ ଖୋଜିବା ପାଇଁ ରାସ୍ତା କଡ଼ରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି। ଏଥିରେ ବଡ଼ […]

  • Saturday, 24 July 2021
kumari-nayak
ଗିନିଜ୍‌ ବୁକ୍‌ ରେକର୍ଡ କଲେ ହାତ ଓ ପାଦରେ ୩୧ ଆଙ୍ଗୁଳି ଥିବା ଓଡ଼ିଆ ମହିଳା

ଭୁବନେଶ୍ୱର: ହାତ ଓ ପାଦରେ ସର୍ବାଧିକ ଆଙ୍ଗୁଳି ଥିବାରୁ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା କୁମାରୀ ନାୟକ। ତାଙ୍କ ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି ରହିଛି। କୁମାରୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍, କଳମ୍ବ ଗ୍ରାମ ପଞ୍ଚାୟତ କାଦପଡ଼ା ଗାଁରେ। ୭୫ ବର୍ଷୀୟା କୁମାରୀ ନାୟକ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଆଙ୍ଗୁଠିରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ହେଲେ […]

  • Saturday, 24 July 2021
jallhadvv
ଫାଶି ବେଳେ ଯଦି ଜଲ୍ଲାଦ ଅଚେତ ହୁଏ, ତା’ହେଲେ…

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ। କେବେ ଭାବିଛନ୍ତି ଯଦି ଫାଶି ଦେବା ବେଳେ ଜଲ୍ଲାଦ ଅଚେତ ହୋଇଯାଏ, ତେବେ କ’ଣ ହେବ ? ମନକୁ ଏହି ପ୍ରଶ୍ନ ଆସିବା ସ୍ୱାଭାବିକ। କାରଣ ପୂର୍ବରୁ ଏଭଳି ପରିସ୍ଥିତି ଆସିଛି। ଆଉ ତାର ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯାଇଛି ଆସନ୍ତୁ ଜାଣିବା। ବର୍ତ୍ତମାନ ନିର୍ଭୟା ଦୋଷୀଙ୍କୁ ଫାଶି ଦେବାକୁ ନୂଆ କରି ଜଲ୍ଲାଦ ପାଇଁ କାମ […]

  • Saturday, 24 July 2021
wh
ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଆସିବା ନେଇ ଯେଉଁମାନେ ଚିନ୍ତିତି ଥିଲେ, ଏବେ ସେମାନେ ଟିକେ ରିଲାକ୍ସ ହୋଇଯାଆନ୍ତୁ। କାରଣ ଏବେ ଫେସ୍‌ବୁକ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମିଳିଛି । ଆମେରିକୀୟ ଖବର କାଗଜ ୱାଲ୍‌ ଷ୍ଟ୍ରିଟ୍ ଜର୍ନାଲ୍‌ର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଦେବା ନେଇ କାର୍ଯ୍ୟ କରୁଥିବା ଟିମ୍‌ ହ୍ୱାଟ୍‌ସଆପ୍‌ର କୋଡ୍‌କୁ ହଟାଇ ଦେଇଛନ୍ତି। ଏଣୁ ହ୍ୱାଟ୍ସଆପ୍‌ରେ ବିଜ୍ଞାପନ ଆସି ନପାରେ। କିନ୍ତୁ ଏନେଇ ଫେସ୍‌ବୁକ ତରଫରୁ କୌଣସି […]

  • Friday, 23 July 2021
Hemr
ଫାଶୀର ଭୟଙ୍କର କାହାଣୀ: ଶେଷ ଇଚ୍ଛାର ପ୍ରକୃତ ଅର୍ଥ କ'ଣ ?

ନୂଆଦିଲ୍ଲୀ: ଆଉ ମାତ୍ର ୭ ଦିନ ପରେ ଫାଶୀ ପାଇବେ ନିର୍ଭୟାର ନିଷ୍ଠୁର ଦୋଷୀ। ଆଜି ନିର୍ଭୟା ଦୋଷୀଙ୍କ ବଞ୍ଚିବାର ଶେଷ ଆଶା ଟିକକ ବି ମଉଳି ଯାଇଛି। ସୁପ୍ରିକୋର୍ଟ ଆଜି ଦୁଇ ଦୋଷୀଙ୍କର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ୍‌ କରିଦେଇଛନ୍ତି। ତେଣୁ ଫାଶୀ ସୁନିଶ୍ଚିତ। ଏଥିପାଇଁ ଜହ୍ଲାଦ, ଜେଲ୍‌ ଓ ଫାଶୀ ଦଉଡ଼ି ସବୁ ପ୍ରସ୍ତୁତ। ଫାଶୀ ଫନ୍ଦା କରିବା ପାଇଁ ଗତକାଲି ଦୋଷୀଙ୍କ ବେକର ମୋଟେଇ ମାପ ବି ନିଆଯାଇଛି। ମାପ ନେଲାବେଳ ଭୟରେ ଭୋ […]

  • Friday, 23 July 2021
train
ଘରେ ବସି ଟିକେଟ୍‌ କନଫର୍ମ ବିଷୟରେ ଜାଣିପାରିବେ ଆପଣ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ କେଉଁ ଆଡ଼େ ଯିବାକୁ ହେଲେ ଟିକେଟ୍‌ ସୁନିଶ୍ଚିତ ହେଲାକି ନାହିଁ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥାଏ। ରେଳାଯାତ୍ରୀଙ୍କ ପାଇଁ ଏହା ଗୋଟେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ତେବେ ଏହି ମସ୍ୟାର ସମାଧାନ ଆଣିଛି ଭାରତୀୟ ରେଳବାଇ। ତାହା କଣ ଜାଣନ୍ତୁ। ରିଜର୍ଭେସନ କନଫର୍ମ ପାଇଁ ନୂଆ ସୁବିଧା ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଦିନକୁ ଦିନ ନୂଆ ବ୍ୟବସ୍ଥା କରୁଛି। ଏଥର ଟିକେଟ୍‌ ସୁନିଶ୍ଚିତ ପାଇଁ ରିଜର୍ଭେସନ ଚାର୍ଟକୁ […]

  • Friday, 23 July 2021
tin
ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍‌ ଫୋନ୍‌ Zanco tiny t2 ଲଞ୍ଚ୍

ନୂଆଦିଲ୍ଲୀ: ଲଞ୍ଚ୍‌ ହେଲା ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍‌ ଫୋନ୍‌ Zanco tiny t2 । ଏହାର ସାଇଜ୍‌ ଗୋଟିଏ ଆଙ୍ଗୁଳି ଠାରୁ ବି ଛୋଟ। ପୁର୍ବରୁ କମ୍ପାନୀ Zanco tiny t1 ମୋବାଇଲ୍‌ ଫୋନ୍‌ ଲଞ୍ଚ୍ କରି ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏଥିରେ କେବଳ କଲ୍ ଯିବା ଆସିବା ସୁବିଧା ସହିତ ଅନ୍ୟ କେତେକ ସାଧାରଣ ସେବା ଉପଲବ୍ଧ ଥିଲା। କିନ୍ତୁ Zanco tiny t2ରେ ୧୪ଟି ନୂଆ ଅତ୍ୟାଧୁନିକ ଫିଚର୍ ରହିଛି। […]

  • Friday, 23 July 2021
f
ସତ ହେବ କି ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ. ୨୦୨୦ ଆରମ୍ଭରୁ ମିଳିଲାଣି ସଂକେତ

ସତ ହେବ କି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ? କାରଣ ୨୦୨୦ ଆରମ୍ଭରୁ ହିଁ ତାର ଆଭାସ ବାରି ହୋଇପଡ଼ିଲାଣି। ଆମେରିକା ଇରାକ୍‌ ଉପରେ ଆକ୍ରମଣ କରି ତାର ସେନା କମାଣ୍ଡର ଅବୁ ମେହଦୀ ଅଲ୍‌ ମୁହାନ୍ଦିସ୍‌ଙ୍କୁ ହତ୍ୟା କରିବା ସହିତ ଇରାନର ସୁପ୍ରିମ ପାୱାର୍‌ କୁହାଯାଉଥିବା ଜେନେରାଲ କ୍ୱାସିମ ସୁଲେମାନୀଙ୍କୁ ବି ହତ୍ୟା କରିଛି। ଆଉ ବଦଳରେ ଇରାନ୍‌ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଆମେରିକାକୁ ଧମକ୍‌ ଦେଇଛି। ଆଉ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା […]

  • Friday, 23 July 2021