• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Special story
ଭୋଳାବାବାଙ୍କ ଅପାର ମହିମା ! ଓଡ଼ିଶାର ଏପରି ଏକ ସ୍ଥାନ, ଯେଉଁଠି ମିଳେ ୩ ରୁ ୨୧ ଟିକିଆ ବେଲପତ୍ର

ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି

Earthquake
ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Gender Change
ଛାତ୍ରୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଖେଳ ଶିକ୍ଷୟିତ୍ରୀ

ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।

Special story
ଜେଜେ IAS ଅଫିସର, ବାପା ଆସୋସିଏଟ୍ ପ୍ରଫେସର୍ ! ମେଳାରେ ଯୁବତୀ ବିକୁଛନ୍ତି ଦହିବରା

ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା

Special story
ଜଣେ ଶିକ୍ଷିତ ଯୁବକଙ୍କ ଦିଗଦର୍ଶନରେ ଗାଁ ଦିଶୁଛି ସହର ସହର

ସହରଠୁ ମାଇଲ ମାଇଲ ଦୁର ପାହାଡ଼ ସେପାଖେ ସହର ପରି ଏକ ଛୋଟିଆ ଗାଁ ।

Special story
ମଶାଣି ବନ୍ଧୁଙ୍କ ମହାନତା ! ପ୍ରୟାଗରାଜରେ ହେବ ଅପରିଚିତଙ୍କ ଅସ୍ଥି ବିସର୍ଜନ

କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି ।

sesha kisan
ମହାନ୍‌ ଶେଷ କିସାନ୍‌ ! ଗାଁ ପିଲାଙ୍କ ପାଠପଢ଼ା ପାଇଁ ଦାନ କରିଦେଲେ ୩୦ଲକ୍ଷ ଟଙ୍କାର ଘର

ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।

Payal
ସଫଳତାର ଶିଡ଼ି ଚଢୁଛନ୍ତି ପାୟଲ, ପାଟିରେ ଲେଖୁଛନ୍ତି-ସୁନ୍ଦର ଚିତ୍ର ବି ଆଙ୍କୁଛନ୍ତି

ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।

Special story
କି ଭାଗ୍ୟ ! ୮୩ ଲକ୍ଷ ଲଟେରୀ ଟଙ୍କା ଧରି ଫେରୁଥିଲେ, ପୁଣି ଲାଗିଲା ୨କୋଟିର ଜ୍ୟାକ୍‌ପଟ୍‌

ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।

Humanity
କି ଦୁଃଖ ! ମାଆ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ପାଚାରିଲେନି ବାପା-ଭାଇ

 ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।

  • Thursday, 03 November 2022
  • Mohana
Special story
ଏହି ଗାଁରେ କେହି ଖାଆନ୍ତିନି ମାଛ,ମାଂସ କି ଅଣ୍ଡା ! ଆମିଷ ଖାଇଲେ ଚୋଟ ମାରିବ ବିଷାକ୍ତ ଗୋଖର

ଢେଙ୍କାନାଳ ଜିଲ୍ଲାରେ ଏପରି ଏକ ଗାଁ ଅଛି, ଯେଉଁଠାରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ।

How To Identify Plastic Egg And Original Egg
ଦେଶରେ ବଢ଼ୁଛି ଅଣ୍ଡାର ଚାହିଦା, କେମିତି ଜାଣିବେ ଏହା ଅସଲି ନା ନକଲି ?

ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।

Special story
ମାଙ୍କଡ଼ର ଢକଲମ୍‌ ନିଶା ! ଚୋରି କରି ମଦ ପିଉଛି, ବିରୋଧ କଲେ କାମୁଡ଼ି ଗୋଡ଼ାଉଛି

ମଦୁଆ ମାଙ୍କଡ଼ର କାରନାମା । ମଦ ନମିଳିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କୁ କାମୁଡ଼ି ଗୋଡ଼ାଉଛି ।

 Indian Rupee
କେବେ ଠାରୁ ଭାରତୀୟ ମୁଦ୍ରାରେ ସ୍ଥାନ ପାଇଲା ଗାନ୍ଧିଜୀଙ୍କ ଫଟୋ ?

ନୋଟ୍‌ରେ କେବେ ଠାରୁ ଆସିଲେ ଜାତିର ପିତା ମହାତ୍ମା ଗାନ୍ଧୀ. . .କେବେ ଠାରୁ ଏପରି ମୁଦ୍ରାର ପ୍ରଚଳନ ହୋଇଥିଲା ।

Shankaracharya
‘ପ୍ରଭୁ ଯିଶୁ ଖ୍ରୀଷ୍ଟ ବୈଷ୍ଣବ ଥିଲେ, ସେ ପୁରୀ ଆସିଥିଲେ’

ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ବିବାଦ। ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ, ପୁରୀରେ ୩ ବର୍ଷ ରହିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ ।

Dhabaleswar Bridge
ମୋର୍ବି ଟ୍ରାଜେଡି ପରେ ଏଠି ପ୍ରଶାସନର ଚେତା ପଶିଲା, କଳଙ୍କି ଲଗା ଝୁଲା ପୋଲ ହେଲା ବ୍ୟାନ୍‌ !

ଟେକନିକାଲ ଟିମ୍ କରିଥିଲା ଝୁଲା ପୋଲର ସ୍ଥିତି ଯାଞ୍ଚ । ଆଉ ଜଣାପଡ଼ିଥିଲା ଜୁଲାପୋଲରେ ଲାଗିଲାଣି କଳଙ୍କି ।

Crocodile Rescue
ଅଚାନକ ରାତି ଅଧରେ ବିକଳିଆ ରଡ଼ି ଛାଡ଼ିଲା ଛେଳି, ଦେଖିଲା ବେଳକୁ ଘର ଭିତରେ କୁମ୍ଭୀର

କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।

Gold
ଘରେ ଏତିକି ପରିମାଣରୁ ଅଧିକ ସୁନା ରଖନ୍ତୁ ନାହିଁ, ରଖିଲେ କାର୍ଯ୍ୟାନୁଷ୍ଠାନ..

ଆଉ ଯଦି ରଖିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ନେବା ହେବ । ଆଜ୍ଞା ହଁ ଏହା ସତ । ତେବେ ଆସନ୍ତୁ ଜାଣିବା କଣ ରହିଛି ପୁରା ନିୟମ ।

Dhabaleswar
ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା, ଭକ୍ତଙ୍କୁ ହେଲା ବାରଣ

ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା ।

GAS
ନଭେମ୍ବରରୁ ବଦଳିବ ଏହି ୫ ନିୟମ, ଜାଣନ୍ତୁ କ’ଣ..

ଆସନ୍ତୁ ଜାଣିବା କ’ଣ ଏହି ସବୁ ନିୟମ । ତାହା କେମିତି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ ।

Faith On Maa Tarini
ପୁଅ କୁଆଡ଼େ ଚାଲିଯାଇଛି, ତାର ପତ୍ତା ମିଳୁନି ! ଏବେ ମାଆ ତାରିଣୀଙ୍କ ଶରଣରେ ପୁରା ପରିବାର

କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ ।

  • Sunday, 30 October 2022
  • Faith
Humanity
ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ, ମାଆ ପରି କରୁଛି ଦୁଇ ଭଉଣୀଙ୍କ ସେବା

ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।

Superstition
ଡାକ୍ତର ଭଲ କରିପାରିଲେନି ବୋଲି ଲୋକେ ଗୁଣିଆ ପାଖକୁ ଗଲେ, ଦେଖନ୍ତୁ କେମିତି ଚାଲିଛି ଚିକିତ୍ସା..

ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।

Sautuni Santilata
ସଉତୁଣୀ ସାଜିଛି ଶାନ୍ତିଲତାଙ୍କ ଭଉଣୀ ! ପୁଅ-ବୋହୁ ପଚାରିଲେନି କ୍ୟାବିନ୍‌ରେ କଟୁଛି ଦିନ

ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।