• translate

Offbeat Updates

bank-1-up up
ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ଦାବି

ବେଙ୍ଗାଲୁରୁ : ସୋସିଅାଲ ମିଡିଅାରେ ଜୋର ଧରିଛି  #MeToo କ୍ୟାମ୍ପେନ । ଅସଦାଚରଣ ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ତିକ୍ତ ଅନୁଭୂତି ସେୟାର କରୁଛନ୍ତି। ଏହା ସହ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାଠଗଡ଼ାକୁ ବି ଟାଣୁଛନ୍ତି। ଏଭଳି ସମୟରେ ସୋସିଅାଲ ମିଡିଅାରେ ଏମିତି ଏକ ଭିଡିଓ ପୋଷ୍ଟ ହୋଇଛି, ଯାହା ଏବେ ଚର୍ଚ୍ଚାରେ।  ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି […]

tandav-up
ସାମ୍ନାକୁ ଅାସୁଛି ତିତ୍‌ଲି ତାଣ୍ଡବର ଲୋମଟାଙ୍କୁରା ଚିତ୍ର

ଗଜପତି  : ଗଜପତି ଜିଲ୍ଲାରେ ଦିନକୁ ଦିନ ସାମ୍ନାକୁ ଅାସୁଛି ତିତ୍‌ଲି ତାଣ୍ଡବର ନୂଅା ନୂଅା ଲୋମଟାଙ୍କୁରା ଚିତ୍ର। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ୧୭ ନିଖୋଜ ମଧ୍ୟରୁ ୮ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପ୍ରକୃତିର ସନ୍ତାନ ବୋଲାଉଥିବା ଅାଦିବାସୀଙ୍କ ଉପରେ ଅନେକ ଦାଉ ସାଧିଛି ପ୍ରଳୟଙ୍କରୀ ବାତ୍ୟା ତିତ୍‌ଲି। ଦିନ […]

dhankari-up
ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ ପରେ ପଶିଲା ଚେତା

ଯାଜପୁର : ଡଙ୍କାରୀରେ ପ୍ରଶାସନ ମାରୁଛି ନାଲି ପତକା। ଜାରି ହୋଇଛି ୧୪୪ ଧାରା । ପାହାଡ ପାଖରେ ଥିବା ଓଜନ ମାପକ ଯନ୍ତ୍ରକୁ ଖୋଳି ବାହାର କରୁଛି ପ୍ରଶାସନ। ପଥର ଖାଦାନର ୧୬ଟି ଉତ୍ସ, ସବୁଗୁଡିକୁ ସିଲ୍ କରାଯାଇଛି। ପାଖରେ ଥିବା କ୍ରସ୍‌ର ୟୁନିଟକୁ ମାପଚୁପ କରାଯାଇଥିଲେ ମଧ୍ୟ ସିଲ୍ କରାଯାଇନାହିଁ। କ୍ରସରରେ ବି କୋଟି କୋଟି ଟଙ୍କାର ଚିପ୍‌ସ ମହଜୁଦ ରହିଛି। ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ଡଙ୍କାରୀରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ। […]

rama-lila-up
ନିଆଁ ସହ ଖେଳ ହେଲା କାଳ

ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ ଦେଖାଉଥିବା ବେଳେ ହଠାତ ନିଆଁର ଧାସ ତାଙ୍କ ଚୁଟିରେ ଲାଗିଯାଇଥିଲା। ଏହାପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ହାତ ଓ ଶରୀରର […]

cooking
ରୋଷେୟା ବିଷ୍ଣୁ ମନୋହରଙ୍କ ନିଅାରା ରେକର୍ଡ ନିଶା

ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ  କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ୍ ରେକର୍ଡରେ ନିଜ ନାଁ ସାମିଲ କରିସାରିଛନ୍ତି। ଅାଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣି ରେକର୍ଡ ଅାଶାରେ […]

cyclone-pkg-up
ତାଣ୍ଡବ ରଚିଲା ‘ତିତ୍‌ଲି’ : ଗଜପତି ଓ ଗଞ୍ଜାମରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ସବୁଠୁ ଅଧିକ କ୍ଷତି କରିଛି ଗଜପତି ଜିଲ୍ଲାରେ। ଅାନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ ଭୋର୍‌ରୁ ଏଠି ଅାରମ୍ଭ ହୋଇଥିଲା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ। ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ […]

titili
‘ତିତ୍‌ଲି’ ବହିବା ଦିନ ଶିଶୁ କନ୍ୟାର ଜନ୍ମ

ନୟାଗଡ଼ା  : ବାତ୍ୟା ‘ତିତ୍‌ଲି’ର କରାଳ ରୂପ ଦେଖିଛନ୍ତି ଲୋକେ। କେଉଁଠି ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ପବନ ଉଡ଼ାଇ ନେଇଛି ସବୁକିଛି । ହେଲେ ନୟାଗଡ଼ା ସହରର ଦେବୀ ପ୍ରସାଦଙ୍କ ଘରେ ଖେଳି ଯାଇଛି ଖୁସିର ଲହରି । ଅାଜି ସକାଳୁ ଦେବୀ ପ୍ରସାଦଙ୍କ ପତ୍ନୀ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟାକୁ । ବାତ୍ୟା ‘ତିତ୍‌ଲି’ ବହିବା ଦିନ କନ୍ୟା ଜନ୍ମ ହୋଇଥିବାରୁ ତା ନାଁ ‘ତିତ୍‌ଲି’ ଦିଅାଯାଇଛି। ସେହିପରି ଅାସିକା […]

titli-update
ଭୟଙ୍କର ବାତ୍ୟାର ରୂପ ନେଲା ‘ତିତ୍‌ଲି’

ଭୁବନେଶ୍ୱର :  ଭୟଙ୍କର ହେଉଛି ‘ତିତ୍‌ଲି’। ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତ୍‌ଲି। ଘଣ୍ଟା ପ୍ରତି ବେଗ ରହିଛି ୧୪ କିଲୋମିଟର। ଅାସନ୍ତାକାଲି ସକାଳେ ସ୍ଥଳଭାଗ ଛୁଇଁବ । ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ୧୬୫କି.ମି. ଛୁଇଁବାର ଅାଶଙ୍କା ରହିଛି। ପ୍ରବଳ ବର୍ଷା ସମ୍ଭାବନା : -‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ସହ ପବନର ବେଗ ଅାହୁରି ବଢିବା ଅାଶଙ୍କା । – ୭ଟି ଜିଲ୍ଲାରେ ରେଡ୍ […]

44
NTPCର ପାଉଁଶ ପୋଖରୀ ବଢ଼ାଇଛି ଚିନ୍ତା

ଅନୁଗୁଳ: ଚିନ୍ତା ବଢ଼ାଇଲା ଏନଟିପିସି। ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଆସ୍ପଣ୍ଡର ପାଉଁଶ ପାଣି ଏବେ ଟିକିରା ନାଳରେ ସିଧାସଳଖ ମିଶୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପାଉଁଶ ପାଣି ଯୋଗୁ ନାଳ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ। ଏହି ନାଳ ପାଣି ବ୍ରାହ୍ମଣୀରେ ମିଶୁଥିବାରୁ ନଦୀ ବି ପ୍ରଦୂଷିତ ହେଉଛି। ନଦୀ ଓ ନାଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗୃହପାଳିତ […]

computer
କମ୍ପ୍ୟୁଟର୍‌ ପାଇଁ ଖୁବ୍‌ ଦରକାରୀ ଏହିସବୁ ଶର୍ଟକଟ୍

ଭୁବନେଶ୍ୱର: କମ୍ପ୍ୟୁଟର୍‌ କିମ୍ବା ଲ୍ୟାପ୍‌ଟପ୍‌ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍‌ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍‌, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍‌ରେ ଏମିତି ଅନେକ ଦରକାରୀ ଶର୍ଟକଟ୍ ‘କି’ ରହିଛି, ଯାହାକୁ ଜାଣିଲେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ।   ୧.ଶର୍ଟକଟ୍‌ରେ ପେଜ୍ ଅପ୍‌ ଓ ପେଜ୍‌ ଡାଉନ୍: କମ୍ପ୍ୟୁଟର୍‌ରେ […]

jagannatha
ହାତ ପାଇଲେ ଜଗନ୍ନାଥ

କିଛି ଦିନ ତଳେ ଦିବ୍ୟାଙ୍ଗର ପରିଚୟ ନେଇ ଜୀବନ ବିତାଉଥିଲେ ଜଗନ୍ନାଥ। ସାଧାରଣ ଜୀବନ ବିତାଇବା ତାଙ୍କୁ ଯେମିତି ବୋଝ ଲାଗୁଥିଲା। ଏବେ କିନ୍ତୁ ନିଜ ଜୀବନକୁ ନେଇ ସେ ବହୁତ ଖୁସି। କାରଣ ଦୁର୍ଘଟଣାରେ ହରାଇଥିବା ଗୋଟିଏ ହାତର ସ୍ଥାନ ନେଇଛି କୃତ୍ରିମ ହାତ। ଏହାକୁ ନେଇ ଜଗନ୍ନାଥଙ୍କ ଖୁସିର ସୀମା ନାହିଁ। ୧୫ ବର୍ଷ ତଳେ ଏକ ଦୁର୍ଘଟଣାରେ ହାତ ହରାଇଥିଲେ କବିସୂର୍ଯ୍ୟନଗରର ଜଗନ୍ନାଥ ନାହକ। ବ୍ରହ୍ମପୁର ବଡ଼ ମେଡିକାଲରେ ଆୟୋଜିତ ସକ୍ଷମ ଶିବିରରୁ […]

seva kendra up
ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ। ଏଠାରେ ଦୀର୍ଘ ୫ବର୍ଷ ହେବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସିଂଘିଯୁବା ଶାଖା ଦ୍ୱାରା ଅନୁମୋଦିତ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଥିଲା। ବିରାଜିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ଠିକଣାରେ ଏକ ଭଡ଼ା ଘରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲିଥିଲା। ତେବେ ଜମାକାରୀଙ୍କ ୩୦ରୁ ୪୦ ଲକ୍ଷ ଟଙ୍କା ନେଇ କେନ୍ଦ୍ରର ପରିଚାଳିକା ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି […]

42230611_10155777108581966_8289789766115786752_o
ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ବା ସୁଅ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍‌ ହେବା ପରେ ଖୁବ୍‌ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍‌ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍‌ ହେଉଛି ? ପ୍ରକୃତ କଥା ହେଲା […]

surgical
ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ

ନୂଆଦିଲ୍ଲୀ : ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଅାଜି ଦେଶ ପାଳନ କରୁଛି ପରାକ୍ରମ ପର୍ବ । ରାଜଧାନୀ ଦିଲ୍ଲୀ ସମେତ ୫୧ଟି ସହରରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ପର୍ବ ପାଳନ ପାଇଁ ଦିଲ୍ଲୀ ଇଣ୍ଡିଅା ଗେଟ୍ ସମ୍ମୁଖରେ ସେନା ଉଦ୍ଦେଶ୍ୟରେ ବିଭିନ୍ନ ସ୍ମାରକୀ ପ୍ରସ୍ତୁତ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ […]

otv
ବିଶାଳ ଗଛରେ ଭାଇଙ୍କ ଖବର ପାଇଲେ ଭଉଣୀ

ନୂଆଦିଲ୍ଲୀ : ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପର ମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ସତ। ପୂରା ଘଟଣା କ’ଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ। ଏହି ଘଟଣା ହେଉଛି ସାଇପ୍ରସ୍‌ ଆଇସ୍‌ଲାଣ୍ଡ୍‌ର। ୧୯୭୪ ମସିହାର କଥା। ସେତେବେଳେ ଗ୍ରୀକ୍‌ ଓ […]

soldier
ସହିଦ ସ୍ୱାମୀଙ୍କଠାରୁ ଅନୁପ୍ରାଣିତ ହୋଇ ଲେଫ୍ଟନାଣ୍ଟ ବନିଲେ ପତ୍ନୀ

ନୂଆଦିଲ୍ଲୀ: କୌଣସି ମହିଳା କମ୍‌ ବୟସରୁ ବିଧବା ହୋଇଯିବାର ଦୁଃଖ କେବଳ ସେହି ମହିଳାଙ୍କୁ ହିଁ ଜଣା । କେମିତି ବିତେଇବାକୁ ହୁଏ ଏକାକୀ ଜୀବନ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ୱାମୀ ସେନା ବାହିନୀରେ ଥିଲେ । ୨୦୧୫ ମସିହାରେ ସେ ସହିଦ ହୋଇଯାଇଥିଲେ । ସତେ ଯେମିତି ମୁଣ୍ଡ ଉପରେ ପାହାଡ ପଡିଯିବା ପରି ମନେହୋଇଥିଲା ସେହି ମହିଳାଙ୍କୁ । ଜୀବନଟା ଲାଗିଥିଲା ଅନ୍ଧକାର ଭଳି । କିନ୍ତୁ […]

cancer patient
ସ୍ୱାମୀଙ୍କୁ ପକ୍ଷାଘାତ ,ସ୍ତ୍ରୀଙ୍କୁ ହୋଇଛି କର୍କଟ ରୋଗ

କଟକ : ରୋଗଶଯ୍ୟାରେ ଦିନ କାଟୁଛନ୍ତି ପତିପତ୍ନୀ । ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ କର୍କଟରେ ଅାକ୍ରାନ୍ତ । ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ସେପଟେ ସରକାରଙ୍କ ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ସାତସପନ ପାଲଟିଛି  ନାଁ ଅଛି ଇନ୍ଦିରା ଅାବାସ , ନାଁ ଅଛି ପାଇଖାନା । ଭଙ୍ଗା କୁଡିଅାରେ ଅଭାବ ଅନଟନରେ ଦିନ କାଟୁଛନ୍ତି । ବୟସର ଅପରାହ୍ନରେ ଦାଉ ସାଧିଛି ରୋଗ । ସରକାରଙ୍କ ଯୋଜନା […]

debaduta
ଦେବଦୂତ ସାଜିଲେ ଜିଆର୍‌ପି କନଷ୍ଟେବଲ୍‌

ଭୁବନେଶ୍ୱର : ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜିଆର୍‌ପି କନେଷ୍ଟବଳ ବଳରାମ ସିଂହ। ଉପସ୍ଥିତ ବୁଦ୍ଧି ସହ ପୁଲିସ୍‌ ଟ୍ରେନିଂ ବେଳେ ଆହରଣ କରିଥିବା ଜ୍ଞାନକୁ କାମରେ ଲଗାଇ ବଳରାମ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଯାହାଫଳରେ ସେ ଅଚେତ୍‌ ହୋଇ ଷ୍ଟେସନ୍‌ରେ ପଡ଼ି ରହିଥିଲେ। ବଳରାମ୍‌ ସିଂହ ଡ୍ୟୁଟି ସାରି ଅଫିସ୍‌ରୁ […]

mihir patel story
ସେ ଜଣେ ମୃତ୍ୟୁବିଜୟୀ; ୪ ଜଣଙ୍କୁ ଜୀବନ ଦେଇ ନିଜେ ଚାଲିଗଲେ

ସୁରତ/ନୂଆଦିଲ୍ଲୀ: ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ ଜୀବିତ ଥାନ୍ତି। କାରଣ କର୍ମ ହିଁ ତାଙ୍କୁ ସମସ୍ତଙ୍କ ହୃଦୟରେ ଜୀବିତ ରଖିଥାଏ। ତାଙ୍କୁ ହିଁ ପ୍ରକୃତରେ ମୃତ୍ୟୁବିଜୟୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ସେହିଭଳି ମୃତ୍ୟୁବିଜୟୀ ଯୁବକଙ୍କ କଥା କହିବୁ। ଯାହାଙ୍କ କାହାଣୀ ଜାଣିଲେ ଆପଣ ବି ସାଲ୍ୟୁଟ୍‌ ନ କରି ରହିପାରିବେନି। ଏହି କାହାଣୀ ହେଉଛି ସୁରତ୍‌ର ୧୮ ବର୍ଷିୟ ମିହିର ପଟେଲ୍‌ଙ୍କର। […]

train 5
ରେଳ ବଗି ସଦୃଶ ନିର୍ମାଣ ହୋଇଛି ଶ୍ରେଣୀ ଗୃହ

ମାଲକାନଗିରି : କୁନି କୁନି ପିଲା ପଢୁଛନ୍ତି ରେଳ ଡବା ଭିତରେ। ପୁଣି ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଇ ଥିବା ଭଳି ଜଣାପଡୁଛି। ଏହା ଭ୍ରମ ସୃଷ୍ଟି କରୁଥିଲେ ବି ପ୍ରକୃତରେ ଏହା ହେଉଛି ଶ୍ରେଣୀ ଗୃହ। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ  ଏଭଳି। ବିଦ୍ୟାଳୟର କ୍ଲାସ୍‌ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି କୁନି ପିଲାମାନେ ରେଳ ଡବା ସଦୃଶ […]

ganesh puja
ରାତି ପାହିଲେ ଗଣେଶ ପୂଜା

ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍‌ମିକ୍ ଲାଇଟ୍‌ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ […]

DAKTRA KA BARABARA
ତ୍ରିକୋଣୀୟ ପ୍ରେମକୁ ନେଇ ଡାକ୍ତରଙ୍କ ବର୍ବରକାଣ୍ଡ

ବ୍ରହ୍ମପୁର: ବୀଭତ୍ସ, ବର୍ବର, ଭୟଙ୍କର ଏହି ହତ୍ୟାକାଣ୍ଡ । ଖଣ୍ଡ ବିଖଣ୍ଡିତ ମୃତଦେହରୁ ହତ୍ୟାକାଣ୍ଡର ସୁରାଗ୍ ଖୋଜୁଛି ପୁଲିସ। ପରିତ୍ୟକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରି ପୁଲିସ ଚଳାଇଛି ଛାନ୍‌ଭିନ୍‌। ୨୫ ଦିନର ନିଖୋଜ ପରେ ବ୍ରହ୍ମପୁର ଆମ୍ବପୁଆ ନିକଟ ବଡ଼ଗୁମୁଳାରେ ମାଟି ତଳୁ ମିଳିଛି ଗଳିତ ମୃତଦେହ। ବିଷ୍ଣୁପ୍ରସାଦଙ୍କୁ ହତ୍ୟା କରି ପୋତି ଦିଅାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ତ୍ରିକୋଣୀୟ ପ୍ରେମର ପରିଣତ ବୋଲି ଅାଶଙ୍କା କରାଯାଉଛି। ଅାଉ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହତ୍ୟା […]

golden
ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର

ହାଇଦ୍ରାବାଦ୍‌ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍‌ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍‌ର ରହସ୍ୟ ଭେଦ କରିଛି ପୁଲିସ। ନିଜାମଙ୍କ ଏହି ବହୁ ମୂଲ୍ୟ ଟିଫିନ୍‌କୁ ନିଜାମ କେବେ ବ୍ୟବହାର କରିନଥିଲେ। କିନ୍ତୁ ଚୋରି ପରେ ଏହାକୁ ଚୋର ଖାଇବା ପାଇଁ ବ୍ୟବହାର କରୁଥିଲା। […]

biek
ଟ୍ରକ୍‌ ଚକ ମଝିରେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ସେମିତି ଏକ ଅବିଶ୍ୱସନୀୟ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଘଟଣାଟି ଘଟିଛି ଚାଇନାର ଏକ ସହରରେ। ଭିଡିଓରେ ଦେଖାଯାଉଛି ଜଣେ ମହିଳା ସ୍କୁଟି […]

whatsapp-up
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ […]